ଭରତନାଟ୍ୟମ

ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ଏକ ପ୍ରମୁଖ ଶୈଳୀ

ଭରତନାଟ୍ୟମ ଅନ୍ୟନାମ ସାଦିର, ତାମିଲନାଡୁରେ ଉତ୍ପନ୍ନ ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ଏକ ପ୍ରମୁଖ ଶୈଳୀ ଅଟେ । [][][] ପରମ୍ପରାଗତ ରୂପେ ଭରତନାଟ୍ୟମ ନୃତ୍ୟ ବିଶେଷତଃ ମହିଳା ମାନଙ୍କଦ୍ୱାରା କରାଯାଇଥାଏ । [][] ଏବଂ ହିନ୍ଦୁ ଧର୍ମକୁ ଧାର୍ମିକ ବିଷୟ ଏବଂ ଆଧ୍ୟାତ୍ମିକ ବିଚାରକୁ ବିଶେଷ ରୂପେ ଶୈବ ବାଦ, ବୈଷ୍ଣବ ବାଦ ଏବଂ ଶକ୍ତି ବାଦରେ ବ୍ୟକ୍ତ କରାଯାଇଥିଲା[][][]ଭରତନାଟ୍ୟମର ସିଦ୍ଧାନ୍ତର ମୂଳ ପ୍ରାଚୀନ ସଂସ୍କୃତ ପାଠକ "ଭରତ ମୁନୀ", "ନାଟ୍ୟଶାସ୍ତ୍ର"ର ଅନୁସନ୍ଧାନ କରିଥାଏ [] ଦ୍ୱିତୀୟ ଶତାବ୍ଦୀ ସୀଈଦ୍ୱାରା ଏହାର ଅସ୍ତିତ୍ୱ ପ୍ରାଚୀନ ତାମିଲ ମହାକାବ୍ୟ "ସିଲପ୍ପଟିକାରମ"ରେ ବର୍ଣ୍ଣିତ ହୋଇଛି, ଏମିତି କି 6 ବିଂରୁ 9 ବିଂ ଶତାବ୍ଦୀର ମନ୍ଦିର ମୂର୍ତ୍ତିଗୁଡ଼ିକ ଏହା ସୂଚିତ କରାଏ କି, ଏହା ମଧ୍ୟ ଏକ ସହସ୍ତ୍ରାବ୍ଦୀ ସୀଈଦ୍ୱାରା ଭଲରୂପେ ପରିସ୍କୃତ ପ୍ରଦର୍ଶନ କଳା ଥିଲା ।[] ଭରତନାଟ୍ୟମ ଭାରତର ସବୁଠାରୁ ପୁରୁଣା ଶାସ୍ତ୍ରୀୟ ନୃତ୍ୟ ପରମ୍ପରା ଅଟେ ।[]

ଭରତନାଟ୍ୟମ ନୃତ୍ୟ

ଭରତନାଟ୍ୟନ ଶୈଳୀ ନିଜ ଚେହେରାର ଅଙ୍ଗଭଙ୍ଗୀ ଉପରେ ଧ୍ୟାନ ଦେଇଥାଏ । ପାଦର ଚାଲିଚଳନ ସହିତ ଆଖି ଏବଂ ହାତର ମାଂସପେଶୀୟ ଗଠଣୀ ଉପରେ ଆଧାରିତ ହୋଇଥାଏ । ନୃତ୍ୟ ସଙ୍ଗୀତ ଏବଂ ଜଣେ ଗାୟକ ଏକ ସଙ୍ଗେ ସାମିଲ ହୁଅନ୍ତି , ସାଧାରଣତଃ ସେମାନଙ୍କ ଗୁରୁ ନିର୍ଦ୍ଦେଶକ ଏବଂ ପ୍ରଦର୍ଶନର କଣ୍ଡକ୍ଟର ରୂପେ ଉପସ୍ଥିତ ହୋଇଥାନ୍ତି ।[] ପାରମ୍ପରିକ ରୂପେ ନୃତ୍ୟ ହିନ୍ଦୁ ଗ୍ରନ୍ଥରୁ ପୌରାଣିକ କିମ୍ବଦନ୍ତୀ ଏବଂ ଆଧ୍ୟାତ୍ମିକ ବିଚାର ଗୁଡିକର ବ୍ୟାଖ୍ୟାତ୍ମକ ରୂପର ଏକ ରୂପ ରହିଛି ।[] ଅନ୍ୟ ଶାସ୍ତ୍ରୀୟ ନୃତ୍ୟ ପରି ଭରତନାଟ୍ୟମର ପ୍ରଦର୍ଶନରେ "ନିତିତା" (ଶୁଦ୍ଧ ନୃତ୍ୟ), "ନୃତ୍ୟ" (ଏକଳ ଅଭିବ୍ୟଞ୍ଜକ ନୃତ୍ୟ) ଏବଂ "ନାଟ୍ୟ" (ସମୂହ ନାଟକୀୟ ନୃତ୍ୟ) ସାମିଲ ହୋଇଛି ।[][]

ଭରତନାଟ୍ୟମ 19ବିଂ ଶତାବ୍ଦୀ ଅନୁସାରେ ହିନ୍ଦୁ ମନ୍ଦିରରେ ଅନନ୍ୟ ରହିଛି, 1910 ମସିହାରେ ଔପନିବେସିକ ବ୍ରିଟିଶ ସରକାରଦ୍ୱାରା ପ୍ରତିବନ୍ଧିତ କରାଯାଇଥିଲା , ଭାରତୀୟ ସମୁଦାୟ ପ୍ରତିବନ୍ଧର ବିରୋଧ କଲେ ଏବଂ ଏହାକୁ 20ବିଂ ସଦିରେ ମନ୍ଦିରର ବାହାରେ ବିସ୍ତାରିତ କରାଗଲା ।[୧୦] ଭରତନାଟ୍ୟମର ଆଧୁନିକ ମଞ୍ଚ ନିର୍ମାଣରେ ଟେକନିକ ପ୍ରଦର୍ଶନ, ବାହାର-ଧର୍ମର ବିଚାରରେ ଆଧାରିତ ଶୁଦ୍ଧ ନୃତ୍ୟ ସାମିଲ ହୋଇଛି ।[]

ଗ୍ୟାଲେରି

ସମ୍ପାଦନା

ଚେହେରାର ଭାବଭଙ୍ଗି

ସମ୍ପାଦନା
  1. ୧.୦ ୧.୧ ୧.୨ Bharata-natyam Encyclopædia Britannica. 2007
  2. Williams 2004, pp. 83–84, the other major classical Indian dances are: Kathak, Kuchipudi, Odissi, Kathakali, Manipuri, Cchau, Satriya, Yaksagana and Bhagavata Mela.
  3. Banerjee, tProjesh (1983). Indian Ballet Dancing. New Jersey: Abhinav Publications. p. 43.
  4. ୪.୦ ୪.୧ ୪.୨ Peter J. Claus; Sarah Diamond; Margaret Ann Mills (2003). South Asian Folklore: An Encyclopedia. Routledge. p. 136. ISBN 978-0-415-93919-5.
  5. ୫.୦ ୫.୧ ୫.୨ Khokar, Mohan (1984). Traditions of Indian Classical Dance. India: Clarion Books. pp. 73–76.
  6. ୬.୦ ୬.୧ Richard Schechner (2010). Between Theater and Anthropology. University of Pennsylvania Press. pp. 65–66. ISBN 0-8122-0092-6.
  7. T Balasaraswati (1976), Bharata Natyam, NCPA Quarterly Journal, Volume 4, Issue 4, pages 1-8
  8. Richard Schechner (2010). Between Theater and Anthropology. University of Pennsylvania Press. p. 65. ISBN 978-0812279290.
  9. Kavitha Jayakrishnan (2011), Dancing Architecture: the parallel evolution of Bharatanātyam and South Indian Architecture, MA Thesis, Awarded by University of Waterloo, Canada, page 25
  10. Janet O'Shea (2007). At Home in the World: Bharata Natyam on the Global Stage. Wesleyan University Press. pp. 26–38, 55–57, 83–87. ISBN 978-0-8195-6837-3.