ନିଭୋଲୁମାବ

କେତେକ କର୍କଟ ରୋଗର ଔଷଧ

ନିଭୋଲୁମାବ, ବ୍ୟବସାୟୀକ ନାମ ଓପଡିଭୋ, ଏକ ଔଷଧ ଯାହା ଅନେକ ପ୍ରକାରର କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ଏଥିରେ ମେଲାନୋମା, ଫୁସଫୁସ କର୍କଟ, ବୃକ୍‌କୀୟ ଜୀବକୋଷ କର୍କଟ, ହଜକିନ୍ସ ଲିମ୍ଫୋମା, ମୁଣ୍ଡ ଏବଂ ବେକ କର୍କଟ, କୋଲୋନ୍ କର୍କଟ ଏବଂ ଯକୃତ କର୍କଟ ଅନ୍ତର୍ଭୁକ୍ତ | [୩] ଏହା ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ । [୩]

ନିଭୋଲୁମାବ
Fab fragment of nivolumab (blue) binding the extracellular domain of PD-1 (purple). From PDB entry ଛାଞ୍ଚ:PDBe.
Monoclonal antibody
TypeWhole antibody
SourceHuman
TargetPD-1
Clinical data
Trade namesOpdivo
SynonymsONO-4538, BMS-936558, MDX1106
AHFS/Drugs.commonograph
MedlinePlusa614056
data
Pregnancy
category
  • Use is not recommended
Routes of
administration
Intravenous (IV)
Legal status
Legal status
Chemical and physical data
FormulaC6362H9862N1712O1995S42
Molar mass୧,୪୩,୫୯୯.୩୯ g·mol−1

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକାପଣ, ଦାଗ, ଯକୃତ ସମସ୍ୟା, ମାଂସପେଶୀ ଯନ୍ତ୍ରଣା ଏବଂ କାଶ ଅନ୍ତର୍ଭୁକ୍ତ | [୨] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ପ୍ରତିରକ୍ଷା ସମ୍ବନ୍ଧୀୟ ଫୁସଫୁସ ସମସ୍ୟା, ଅନ୍ତନଳୀ, ଯକୃତ, କିଡନୀ, ଚର୍ମ କିମ୍ବା ଅନ୍ତସ୍ରାବୀ ସମସ୍ୟା ସୃଷ୍ଟି ହୋଇପାରେ। [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ଏବଂ ସ୍ତନ୍ୟପାନ ପରାମର୍ଶ ଦିଆଯାଇନଥାଏ | [୩] [୪] ନିଭୋଲୁମାବ ହେଉଛି ଏକ ମାନବ ଆଇଜିଜି୪ ମୋନୋକ୍ଲୋନାକ ଆଣ୍ଟିବଡି ଯାହା ପିଡି-୧କୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [୩] ଏହା ଏକ ପ୍ରକାର ଇମ୍ମ୍ୟୁନୋଥେରାପି ଏବଂ ଏକ ଚେକପଏଣ୍ଟ ଇନହିବିଟର ଭାବରେ କାମ କରେ, ଯାହା ଏକ ସଙ୍କେତକୁ ଅବରୋଧ କରିଥାଏ ଯାହାଦ୍ୱାରାଟି ଜୀବକୋଷ ସକ୍ରିୟ ହେବା ପ୍ରତିରୋଧ କରି କର୍କଟ ଉପରେ ହେବାକୁ ଥିବା ଆକ୍ରମଣରୁ ରକ୍ଷା କରିଥାଏ | [୩] [୫]

୨୦୧୪ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ନିଭୋଲୁମାବକୁ ଅନୁମୋଦନ କରାଯାଇଥିଲା । [୨] [୬] ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଏହାର ନାମ ଲେଖା ଅଛି । [୭] ଯୁକ୍ତରାଜ୍ୟରେ ଏନଏଚଏସକୁ 2018 ସୁଦ୍ଧା ମାସକୁ ପ୍ରାୟ 5266 ପାଉଣ୍ଡ ଖର୍ଚ୍ଚ କରିବାକୁ ହୁଏ | [୮] ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ଏହି ରାଶି ପ୍ରାୟ ୧୩,୫୫୬ ଆମେରିକୀୟ ଡଲାର ଅଟେ, [୯] ଚାଇନାରେ ଏହା ପ୍ରାୟ ୭,୦୦୦ ଆମେରିକୀୟ ଡଲାର ଅଟେ। [୧୦] ଏହା ଚାଇନିଜ ହାମଷ୍ଟର ଓଭାରି ଜୀବକୋଷ ବ୍ୟବହାର କରି ତିଆରି କରାଯାଏ | [୧୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Nivolumab (Opdivo) Use During Pregnancy". Drugs.com. 4 November 2019. Retrieved 11 March 2020.
  2. ୨.୦ ୨.୧ ୨.୨ "Nivolumab Monograph for Professionals". Drugs.com. Retrieved 14 November 2019.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Nivolumab Monograph for Professionals". Drugs.com. Retrieved 14 November 2019.
  4. "Nivolumab (Opdivo) Use During Pregnancy". Drugs.com. 4 November 2019. Retrieved 11 March 2020.
  5. "Nivolumab (Opdivo) | Cancer information | Cancer Research UK". www.cancerresearchuk.org. Retrieved 15 December 2019.
  6. "Opdivo- nivolumab injection". DailyMed. 17 December 2019. Retrieved 11 March 2020.
  7. World Health Organization (2019). World Health Organization model list of essential medicines: 21st list 2019. Geneva: World Health Organization. hdl:10665/325771. WHO/MVP/EMP/IAU/2019.06. License: CC BY-NC-SA 3.0 IGO.
  8. British national formulary : BNF 76 (76 ed.). Pharmaceutical Press. 2018. p. 852. ISBN 9780857113382.
  9. "Opdivo Prices, Coupons & Patient Assistance Programs". Drugs.com. Retrieved 14 November 2019.
  10. "Bristol-Myers will sell Opdivo in China at half of US cost, setting precedent for checkpoint wave — report". Endpoints News. Retrieved 2019-09-09.
  11. Rajan A, Kim C, Heery CR, Guha U, Gulley JL (September 2016). "Nivolumab, anti-programmed death-1 (PD-1) monoclonal antibody immunotherapy: Role in advanced cancers". Human Vaccines & Immunotherapeutics. 12 (9): 2219–31. doi:10.1080/21645515.2016.1175694. PMC 5027703. PMID 27135835.