ନଚିକେତା ଘୋଷ
ସଙ୍ଗୀତକାର
ନଚିକେତା ଘୋଷ (୨୮ ଜାନୁଆରୀ ୧୯୨୫ – ୧୨ ଅକ୍ଟୋବର ୧୯୭୬) ବଙ୍ଗଳା ଭାଷାର ଜଣେ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ୧୯୫୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜାର ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଯେଉଁଥିରେ ହେମନ୍ତ କୁମାର, ସନ୍ଧ୍ୟା ମୁଖାର୍ଜୀ ଓ ବୀଣାପାଣି ପତି ଆଦି ଗୀତ ଗାଇଥିଲେ । ତାଙ୍କର ପିତାଙ୍କ ନାମ ସନତ କୁମାର ଘୋଷ । ୧୯୫୩ଠାରୁ ୧୯୮୪ ମଧ୍ୟରେ ସେ ଷାଠିଏରୁ ଉର୍ଦ୍ଧ୍ୱ କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୧]
ଆଧାର
ସମ୍ପାଦନାଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |