ବୀଣାପାଣି ପତି
ବୀଣାପାଣି ପତି ଜଣେ ଓଡ଼ିଆ ଗାୟିକା ଯିଏ ୧୯୫୯ ମସିହାରେ ମୁକ୍ତିଲାଭ କରିଥିବା ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା କଥାଚିତ୍ରରେ କଣ୍ଠଦାନ କରିଥିଲେ।
ଗୀତ ସମ୍ବନ୍ଧୀୟ ସାରଣୀ
ବର୍ଷ | ଗୀତ | କଥାଚିତ୍ର | ଗୀତିକାର | ସଙ୍ଗୀତ ନିର୍ଦ୍ଦେଶକ | ଦୃଶ୍ୟବନ୍ଧ |
---|---|---|---|---|---|
୧୯୫୯ | ଆକାଶରେ କେତେ ତାରକା ଝଲକେ | ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା | ସତ୍ୟନାରାୟଣ ପଣ୍ଡା | ନଚିକେତା ଘୋଷ | [୧] |
ଆଧାର
ସମ୍ପାଦନା- ↑ Binapani Pati sings..Akashare Kete Taaraka Jhalake... in Odia Movie Mahalakhmi Puja(1959), retrieved 2023-11-26