ଧର୍ମଗଡ଼ ଓଡ଼ିଶାର କଳାହାଣ୍ଡି ଜିଲ୍ଲାର ଏକ ପଞ୍ଚାୟତ ସମିତି ଅଟେ । ଏହା କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣା ଠାରୁ ୨୫ କି.ମି ତଥା ରାଜଧାନୀ ଭୁବନେଶ୍ୱର ଠାରୁ ହାରାହାରି ୫୦୦ କି.ମି ଦୂରତାରେ ଅବସ୍ଥିତ ।

ଧର୍ମଗଡ଼
ପଞ୍ଚାୟତ ସମିତି
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାକଳାହାଣ୍ଡି ଜିଲ୍ଲା
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୬୬୦୧୫
ଏସଟିଡି କୋଡ଼୦୬୬୭୨

ଆଧାରସମ୍ପାଦନ କରନ୍ତୁ