ଦୁର୍ଗା ଚରଣ ରଣବୀର

ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ

ଦୁର୍ଗା ଚରଣ ରଣବୀର ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ଓ ଗୁରୁ ଅଟନ୍ତି । ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ସେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଆଦି ପୁରସ୍କାର ଲାଭ କରିଛନ୍ତି । ସେ ପଖୱାଜ ବାଦନରେ ମଧ୍ୟ ନିପୁଣ ।

ଦୁର୍ଗା ଚରଣ ରଣବୀର
Born୧୯୫୧
କାମଗୁରୁ, ଖୋର୍ଦ୍ଧା
Nationalityଭାରତୀୟ
Citizenshipଭାରତୀୟ
Alma materଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
Awardsକେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଦୁର୍ଗା ଚରଣ, ୧୯୫୧ ମସିହାରେ କାମଗୁରୁଠାରେ ଜନ୍ମଗ୍ରହଣ କରିଥିଲେ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପଙ୍କଜ ଚରଣ ଦାସ ଓ ଗୁରୁ ଦେବ ପ୍ରସାଦ ଦାସଙ୍କ ଅଧିନରେ ଓଡ଼ିଶୀ ନୃତ୍ୟ ଶିକ୍ଷା କରିଛନ୍ତି । ଦେବ ପ୍ରସାଦଙ୍କ ଶୈଳୀରେ ସେ ନୃତ୍ୟ ପ୍ରଦର୍ଶନ ଓ ଶିକ୍ଷାଦାନ ମଧ୍ୟ କରନ୍ତି ।[୧]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ - ୨୦୧୯[୨]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
  • ବେଦବ୍ୟାସ ସମ୍ମାନ ( ଭଞ୍ଜକଳା କେନ୍ଦ୍ରଦ୍ୱାରା ପ୍ରଦତ୍ତ )
  • ଓଡ଼ିଶା ସମ୍ମାନ ( ଓଡ଼ିଶା ପ୍ରେସ ଏକାଡ଼େମୀଦ୍ୱାରା ପ୍ରଦତ୍ତ )[୩]

ଆଧାର ସମ୍ପାଦନା

  1. "Mission Odissi". www.thehindu.com. The Hindu. Archived from the original on 11 March 2021. Retrieved 11 March 2021. {{cite web}}: |archive-date= / |archive-url= timestamp mismatch; 30 ଜାନୁଆରୀ 2019 suggested (help)
  2. "Guru Kelucharan Mohapatra Award 2019 to be confered to Harmohan Khuntia, Durga Charan Ranbir, Dr. Sunil Kothari,Smt. Leela Venkataraman,Avinash Pasricha". www.orissadiary.com. orissa diary. Archived from the original on 11 March 2021. Retrieved 11 March 2021.
  3. "Durga Charan Ranbir". www.sangeetnatak.gov.in. କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ. Archived from the original on 11 March 2021. Retrieved 11 March 2021.