ଦିସ୍ ଇଜ୍ ମାୟରେ ବାୟା

ଦିସ୍ ଇଜ୍ ମାୟରେ ବାୟା, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ନିର୍ମଳ ନାୟକ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଦିସ୍ ଇଜ୍ ମାୟରେ ବାୟା
ନିର୍ଦ୍ଦେଶକସୁଶାନ୍ତ ମଣି
ପ୍ରଯୋଜକସୀତାରାମ ଅଗ୍ରୱାଲ
ନମିତା ଅଗ୍ରୱାଲ
ସଂଳାପନିର୍ମଳ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର
ଝିଲିକ୍ ଭଟ୍ଟାଚାର୍ଯ୍ୟ
ସ୍ୱରାଜ ବାରିକ
ଏଲିନା ସାମନ୍ତରାୟ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣସୁଭ୍ରାଂଶୁ ଦାସ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୬ ଅକ୍ଟୋବର ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଝିଲିକ୍, ସ୍ୱରାଜ ବାରିକ ଓ ଏଲିନା ସାମନ୍ତରାୟ ।[୨] ଚୌଧୁରୀ ଜୟ ପ୍ରକାଶ ଦାସ ଏହି କଥାଚିତ୍ରଟିର ସହକାରୀ ଅଭିନେତା ଭାବରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବେଦ୍ୟନାଥ ଦାଶ । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକର ରଚନା କରିଥିଲେ ।[୨]

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଆଜିଠୁ ତୁ ମୋର" 
2."ତୁ ହେଇଯା' ଗୋଟେ ସ୍ମାର୍ଟ୍ ଫୋନ୍" 
3."ଫାଷ୍ଟ ଟାଇମ୍" 

ଆଧାର ସମ୍ପାଦନା

  1. This Is Maya Re Baya Movie: Showtimes, Review, Trailer, Posters, News & Videos | eTimes, retrieved 2019-10-14
  2. ୨.୦ ୨.୧ "ଦଶହରା ଲଢ଼େଇ" (epaper). ଧରିତ୍ରୀ. 3 October 2019. Archived from the original on 25 December 2021. Retrieved 25 December 2021.
  3. "ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା | Sambad". ସମ୍ବାଦ. sambad.in. 29 October 2021. Archived from the original on 16 January 2022. Retrieved 16 January 2022.

ବାହାର ଆଧାର ସମ୍ପାଦନା