ଦିସ୍ ଇଜ୍ ମାୟରେ ବାୟା
ଦିସ୍ ଇଜ୍ ମାୟରେ ବାୟା, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ନିର୍ମଳ ନାୟକ । ନିର୍ଦ୍ଦେଶକ ସୁଶାନ୍ତ ମଣି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଦିସ୍ ଇଜ୍ ମାୟରେ ବାୟା | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମଣି |
ପ୍ରଯୋଜକ | ସୀତାରାମ ଅଗ୍ରୱାଲ ନମିତା ଅଗ୍ରୱାଲ |
ସଂଳାପ | ନିର୍ମଳ ନାୟକ |
କଳାକାର | ସିଦ୍ଧାନ୍ତ ମହାପାତ୍ର ଝିଲିକ୍ ଭଟ୍ଟାଚାର୍ଯ୍ୟ ସ୍ୱରାଜ ବାରିକ ଏଲିନା ସାମନ୍ତରାୟ |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ଚିତ୍ରଗ୍ରହଣ | ସୁଭ୍ରାଂଶୁ ଦାସ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୬ ଅକ୍ଟୋବର ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଝିଲିକ୍, ସ୍ୱରାଜ ବାରିକ ଓ ଏଲିନା ସାମନ୍ତରାୟ ।[୨] ଚୌଧୁରୀ ଜୟ ପ୍ରକାଶ ଦାସ ଏହି କଥାଚିତ୍ରଟିର ସହକାରୀ ଅଭିନେତା ଭାବରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାକାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବେଦ୍ୟନାଥ ଦାଶ । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକର ରଚନା କରିଥିଲେ ।[୨]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଆଜିଠୁ ତୁ ମୋର" | |
2. | "ତୁ ହେଇଯା' ଗୋଟେ ସ୍ମାର୍ଟ୍ ଫୋନ୍" | |
3. | "ଫାଷ୍ଟ ଟାଇମ୍" |
ଆଧାର
ସମ୍ପାଦନା- ↑ This Is Maya Re Baya Movie: Showtimes, Review, Trailer, Posters, News & Videos | eTimes, retrieved 2019-10-14
- ↑ ୨.୦ ୨.୧ "ଦଶହରା ଲଢ଼େଇ" (epaper). ଧରିତ୍ରୀ. 3 October 2019. Archived from the original on 25 December 2021. Retrieved 25 December 2021.
- ↑ "ଆଉ ପଛରେ ନାହାନ୍ତି ଓଲିଉଡର ଲୋକପ୍ରିୟ ନାୟିକା ଏଲିନା | Sambad". ସମ୍ବାଦ. sambad.in. 29 October 2021. Archived from the original on 16 January 2022. Retrieved 16 January 2022.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଦିସ୍ ଇଜ୍ ମାୟରେ ବାୟା