ଡେସୋକ୍ସିମେଟାସୋନ, ଅନେକ ନାମରେ ବିକ୍ରି ହେଉଥିବା ଏକ ଔଷଧ ଯାହାଚର୍ମରୋଗ ଏବଂ ସୋରିୟାସିସ୍ ସମେତ ବିଭିନ୍ନ ବିଭିନ୍ନ ଚର୍ମ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଚର୍ମରେ ପ୍ରତିଦିନ ଦୁଇଥର ପ୍ରୟୋଗ କରାଯାଏ । [୧]

ଡେସୋକ୍ସିମେଟାସୋନ
Clinical data
Trade namesTopicort, Emcor, Desacort
AHFS/Drugs.commonograph
MedlinePlusa605026
Routes of
administration
Topical
ATC code
Legal status
Legal status
  • ℞ (Prescription only)
Identifiers
  • (8S,9S,10S,11S,13S,14S,16R,17S)-9-Fluoro-11- hydroxy-17-(2-hydroxyacetyl)-10,13,16-trimethyl- 7,8,11,12,14,15,16,17-octahydro-6H- cyclopenta[a]phenanthren-3-one
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
ECHA InfoCard100.006.224 Edit this at Wikidata
Chemical and physical data
FormulaC22H29FO4
Molar mass୩୭୬.୪୭ g·mol−1
3D model (JSmol)
  • OCC(=O)[C@H]3[C@H](C)CC2C4CC/C1=C/C(=O)\C=C/[C@]1(C)[C@@]4(F)[C@@H](O)C[C@@]23C
  • InChI=1S/C22H29FO4/c1-12-8-16-15-5-4-13-9-14(25)6-7-21(13,3)22(15,23)18(27)10-20(16,2)19(12)17(26)11-24/h6-7,9,12,15-16,18-19,24,27H,4-5,8,10-11H2,1-3H3/t12-,15?,16?,18+,19-,20+,21+,22+/m1/s1 checkY
  • Key:VWVSBHGCDBMOOT-ZIKVJHDZSA-N checkY
 ☒NcheckY (what is this?)  (verify)

ଆପେକ୍ଷିକ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱଳନ, ଅଧିକ କେଶ ବୃଦ୍ଧି, ଚର୍ମ ଭାଙ୍ଗିବା, ବ୍ରଣ, ସଂକ୍ରମଣ, ଚର୍ମ ଆଟ୍ରୋଫି ଏବଂ ଷ୍ଟ୍ରିଆ (striae) ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କୁସିଙ୍ଗ ସିଣ୍ଡ୍ରୋମ ହୋଇପାରେ ।[୧] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ ।[୧] ଏହା ଏକ ପ୍ରକ୍ର କର୍ଟିକୋଷ୍ଟିରଏଡ ।[୧]

୧୯୭୭ ମସିହାରେ ଯୁକ୍ତରାଷ୍ଟ୍ରରେ ଡାକ୍ତରୀ ବ୍ୟବହାର ପାଇଁ ଡେସୋକ୍ସିମେଟାସୋନ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ୬୦ ଗ୍ରାମ ବିଶିଷ୍ଟ ଏକ ଟ୍ୟୁବର ମୂଲ୍ୟ ପ୍ରାୟ ୩୫ ଡଲାର୍ ଥିଲା । [୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Desoximetasone Monograph for Professionals". Drugs.com. Archived from the original on 11 August 2020. Retrieved 23 December 2021.
  2. ୨.୦ ୨.୧ "Desoximetasone Prices, Coupons & Savings Tips - GoodRx". GoodRx. Archived from the original on 7 November 2016. Retrieved 23 December 2021.