ଟ୍ରାବେକ୍ଟେଡିନ, ୟୋଣ୍ଡେଲିସ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଆଗେଇଯାଇଥିବା କୋମଳ-ତନ୍ତୁ ସାର୍କୋମା ଏବଂ ଓଭାରି କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୪] ଅନ୍ୟ କୌଣସି ଚିକିତ୍ସା ପ୍ରଭାବଶାଳୀ ନ ହେଲେ ଏହା ବ୍ୟବହୃତ ହୁଏ ।[୪] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୪] ପାର୍ଶ୍ୱ ପ୍ରତିକ୍ରିୟାର ବିପଦକୁ ହ୍ରାସ କରିବା ପାଇଁ ଡେକ୍ସାମେଥାଜୋନ ବ୍ୟବହୃତ ହୁଏ ।[୫]

ଟ୍ରାବେକ୍ଟେଡିନ
Clinical data
Trade namesYondelis
Synonymsecteinascidin 743, ET-743
AHFS/Drugs.commonograph
MedlinePlusa615059
data
Pregnancy
category
  • US: N (Not classified yet)
Routes of
administration
Intravenous
Legal status
Legal status
Pharmacokinetic data
BioavailabilityNot applicable (IV only)
Protein binding94 to 98%
MetabolismLiver (mostly CYP3A4-mediated)
Elimination half-life180 hours (mean)
ExcretionMostly fecal
Identifiers
  • (1'R,6R,6aR,7R,13S,14S,16R)-6',8,14-trihydroxy-7',9-dimethoxy-4,10,23-trimethyl-19-oxo-3',4',6,7,12,13,14,16-octahydrospiro[6,16-(epithiopropano-oxymethano)-7,13-imino-6aH-1,3-dioxolo[7,8]isoquino[3,2-b][3]benzazocine-20,1'(2'H)-isoquinolin]-5-yl acetate
ECHA InfoCard100.223.368 Edit this at Wikidata
Chemical and physical data
FormulaC39H43N3O11S
Molar mass୭୬୧.୮୪ g·mol−1
3D model (JSmol)
  • Cc1cc2c(c(c1OC)O)[C@@H]3[C@@H]4[C@H]5c6c(c7c(c(c6OC(=O)C)C)OCO7)[C@@H](N4[C@H]([C@H](C2)N3C)O)COC(=O)[C@@]8(CS5)c9cc(c(cc9CCN8)O)OC
  • InChI=1S/C39H43N3O11S/c1-16-9-20-10-22-37(46)42-23-13-50-38(47)39(21-12-25(48-5)24(44)11-19(21)7-8-40-39)14-54-36(30(42)29(41(22)4)26(20)31(45)32(16)49-6)28-27(23)35-34(51-15-52-35)17(2)33(28)53-18(3)43/h9,11-12,22-23,29-30,36-37,40,44-46H,7-8,10,13-15H2,1-6H3/t22-,23-,29+,30+,36+,37-,39+/m0/s1 ☒N
  • Key:PKVRCIRHQMSYJX-AIFWHQITSA-N ☒N
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ୍ ସ୍ତର, ବାନ୍ତି, ଯକୃତ ସମସ୍ୟା, ସ୍ୱଳ୍ପ ଲାଲ ରକ୍ତ କଣିକା ସ୍ତର, ଥକାପଣ, କମ ପ୍ଲାଟେଲେଟ ସ୍ତର ଏବଂ ତରଳ ଝାଡ଼ା ହୋଇପାରେ[୪] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରାବଡୋମାୟୋଲାଇସିସ, ହୃଦ୍‌ପାତ ଏବଂ ପ୍ରଜନନ କ୍ଷମତା ହ୍ରାସ ହୋଇପାରେ ।[୫] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୫] ଔଷଧ ଯୋଗୁଁ ୨% ଲୋକଙ୍କର ମୃତ୍ୟୁ ଘଟିଥାଏ ।[୪] ଏହା ଏକ ଆଲକିଲେଟିଂ ଏଜେଣ୍ଟ।[୫]

୨୦୦୭ ମସିହାରେ ୟୁରୋପରେ ଏବଂ ୨୦୧୫ରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଟ୍ରାବେକ୍ଟେଡିନ୍ ଅନୁମୋଦିତ ହୋଇଥିଲା ।[୪] [୫] ଏହା ପ୍ରଥମେ ୨୦୦୧ରେ ୟୁରୋପରେ ଏକ ଅନାଥ ଔଷଧ (orphan medicine) ଭାବରେ ନାମିତ ହୋଇଥିଲା ।[୪] ଯୁକ୍ତରାଜ୍ୟରେ ୨୦୨୧ ଏହାର ୧ ମିଗ୍ରାର ମୂଲ୍ୟ ୧୪୦୦ ପାଉଣ୍ଡ ଥିଲା ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୨୫୦ ଡଲାର ଅଟେ ।[୭] ଏହା ମୂଳତଃ ଏକ ସମୁଦ୍ର ସ୍କ୍ୱିର୍ଟରୁ (sea squirt) ଉତ୍ପନ୍ନ ହୋଇଥିଲା ।[୪]

ଆଧାର ସମ୍ପାଦନା

  1. "Yondelis EPAR". European Medicines Agency (EMA). Archived from the original on 22 October 2020. Retrieved 30 September 2020.
  2. "Yondelis 1 mg powder for concentrate for solution for infusion - Summary of Product Characteristics (SmPC)". (emc). 21 September 2020. Archived from the original on 29 August 2021. Retrieved 30 September 2020.
  3. "Yondelis- trabectedin injection, powder, lyophilized, for solution". DailyMed. 22 September 2020. Archived from the original on 25 October 2020. Retrieved 30 September 2020.
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ ୪.୭ "Yondelis". Archived from the original on 22 October 2020. Retrieved 8 October 2021.
  5. ୫.୦ ୫.୧ ୫.୨ ୫.୩ ୫.୪ "Trabectedin Monograph for Professionals". Drugs.com (in ଇଂରାଜୀ). Retrieved 8 October 2021.
  6. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 972. ISBN 978-0-85711-369-6.{{cite book}}: CS1 maint: date format (link)
  7. "Yondelis Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 8 October 2021.