ଝୁମ୍ପୁରା
ଝୁମ୍ପୁରା, ଭାରତୀୟ ରାଜ୍ୟ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଏକ ପଞ୍ଚାୟତ ଓ ବ୍ଲକ ଅଟେ ।[୧] ଏହା ଜିଲ୍ଲାର ବ୍ୟସ୍ତତମ ବଜାର ଅଟେ ।
ଝୁମ୍ପୁରା | |
---|---|
ଗ୍ରାମ/ସହର (ପଞ୍ଚାୟତ) | |
Coordinates: 21°51′58″N 85°33′25″E / 21.866°N 85.557°E | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କେନ୍ଦୁଝର |
Population (୨୦୧୭) | |
• Total | ୧୬୦୬୪ |
ଭାଷା | |
• ଆଧିକାରିକ | ଓଡ଼ିଆ |
• ଅନ୍ଯାନ୍ଯ ସ୍ଥାନୀୟ ଭାଷା | ହୋ |
Time zone | UTC+୫:୩୦ (ଆଇଏଷ୍ଟି) |
ଯାନବାହାନ ପଞ୍ଚୀକରଣ | OD 09 |
Website | odisha |
ଭୌଗୋଳିକ ଅବସ୍ଥିତି
ସମ୍ପାଦନାଝୁମପୁରର ଭୌଗୋଳିକ ଅବସ୍ଥିତି 21.866°N 85.557°Eଠାରେ ।
ଜନସଂଖ୍ୟା
ସମ୍ପାଦନାଝୁମପୁରର ଲୋକ ସଂଖ୍ୟା ୨୦୦୧ ଜନଗଣନା[୨] ଅନୁସାରେ ୫୨୬୫ ଥିଲା । ଏଥି ମଧ୍ୟରୁ ପୁରୁଷ ସଂଖ୍ୟା ୫୨% ହେଇଥିବାବେଳେ ମହିଳା ସଂଖ୍ୟା ୪୮% ଥିଲା । ଏହାର ଶତକଡା ୧୩ ଭାଗ ୬ ବର୍ଷରୁ କମ୍ ବୟସର ଥିଲେ । ସାକ୍ଷରତା ହାର ୬୮% ଥିଲା , ଯାହା ଭାରତର ସେ ସମୟର ହାରଠାରୁ ଅଧିକ ରହିଥିଲା ।
୨୦୧୧ ଜନଗଣନା[୩] ସମୟରେ ଏହି ସହରର ଲୋକ ସଂଖ୍ୟା ବୃଦ୍ଧି ଘଟି ୬୦୬୪ ହେଇଥିଲା । ଏଠି ମଧ୍ୟରୁ ପୁରୁଷ ସଂଖ୍ୟା ୩୧୫୩ ହେଇଥିବା ବେଳେ ମହିଳା ସଂଖ୍ୟା ୨୯୧୧ ଥିଲା ଓ ୬ ବର୍ଷରୁ କମ ସଂଖ୍ୟା ୧୨.୮୦% ରହିଥିଲା । ସାକ୍ଷରତା ହାରରେ ମଧ୍ୟ ଉନ୍ନତି ଘଟି ତାହା ୮୨.୭୩ ହେଇଥିଲା ଯାହା ଜାତୀୟ ହାରଠାରୁ ଅଧିକ । ଏଠାରେ ୧୩୨୩ଟି ପରିବାର ରହୁଥିବାର ଗଣନା କରାଯାଇଥିଲା । ଏହି ଜନସଂଖ୍ୟା ଭିତର ୩୯.୩୬% ମୁସଲିମ ଥିଲେ । କିଛି ସଂଖ୍ୟାରେ ଶିଖ ଓ ଖ୍ରୀଷ୍ଟିୟାନ ଥିଲେ ମଧ୍ୟ ବାକି ସମସ୍ତେ ହିନ୍ଦୁ ଥିଲେ ।
ଶିକ୍ଷାନୁଷ୍ଠାନ
ସମ୍ପାଦନା- ଗ୍ରୀନ୍ଫିଲ୍ଡ ଇଂରାଜୀ ମାଧ୍ୟମ ବିଦ୍ଯାଳୟ
- ପଞ୍ଚାୟତ ସମିତି ମହାବିଦ୍ୟାଳୟ, ଝୁମ୍ପୁରା
- ପଞ୍ଚାୟତ ସମିତି ବିଦ୍ଯାଳୟ
- କେରଲା ଇଂରାଜୀ ମାଧ୍ୟମ ବିଦ୍ଯାଳୟ
- ମିଶବାହ ଇଂରାଜୀ ମାଧ୍ୟମ ବିଦ୍ଯାଳୟ
- ସରସ୍ୱତୀ ଶିଶୁ ବିଦ୍ଯା ମନ୍ଦିର, ଝୁମ୍ପୁରା
- ଝୁମ୍ପୁରା ମକ୍ତବ
ଆଧାର
ସମ୍ପାଦନା- ↑ "KEONJHAR District - Jhumpura Block - Jhumpura Panchayat Information". www.naveenpatnaik.com. naveenpatnaik.com. Archived from the original on 17 August 2019. Retrieved 17 August 2019.
- ↑ "Census of India 2001: Data from the 2001 Census, including cities, villages and towns (Provisional)". Census Commission of India. Archived from the original on 2004-06-16. Retrieved 2008-11-01.
- ↑ http://www.census2011.co.in/data/town/385564-jhumpura-orissa.html