ହୋ (ବିହାର ହୋ ଏବଂ ଲଙ୍କା କୋଲ ନାମରେ ମଧ୍ୟ ଜଣା) ଭାରତରେ ପାଖାପାଖି ୧.୦୪ ମିଲିଅନ (ଭାରତୀୟ ଜନସଂଖ୍ୟାର ୧.୧୦୩% ଭାଗ) ଏକ ଆଷ୍ଟ୍ରୋ-ଏସୀୟ ଭାଷା ସମୂହ ଅନ୍ତର୍ଗତ ଏକ ମୁଣ୍ଡା ଭାଷା । ଏହା ହୋ ଲୋକଙ୍କ ଦେଇ କଥିତ ଓ ବାରାଙ୍ଗ ଚିତି ଲିପିରେ ଲିଖିତ । କିଛି ଅଞ୍ଚଳରେ ଏହା ଓଡ଼ିଆ, ଦେବନାଗରୀଲାଟିନ ଲିପିରେ ଲିଖିତ ହୋଇଥିଲେ ହେଁ [୩] ହୋ ଭାଷୀ ଲୋକେ ଅନ୍ୟ ଲିପିରେ ଲେଖାକୁ ଠିକ ମାନନ୍ତି ନାହିଁ ଏବଂ କେବଳ ବାରାଙ୍ଗ ଚିତି ଲିପିରେ ଲେଖିବା ଉଚିତ ମଣନ୍ତି । [୪] "ହୋ" ନାମଟି ଏହି ଭାଷାର ଶବ୍ଦ "ହୋ"ରୁ (ଅର୍ଥ: ମଣିଷ) ନିଆଯାଇଛି । [୫]

ହୋ
କେଉଁ ଅଞ୍ଚଳଭାରତ, ବଙ୍ଗଳାଦେଶ
ଆଞ୍ଚଳିକତାହୋ ଲୋକ
Native ଭାଷାଭାଷୀ
[୧]
ବାରାଙ୍ଗ ଚିତି,
ଓଡ଼ିଆ, ଦେବନାଗରୀ, ଲାଟିନ
ଭାଷା କୋଡ଼
ISO 639-3hoc
ଗ୍ଲୋଟୋଲୋଗhooo1248[୨]

ବିତରଣସମ୍ପାଦନ କରନ୍ତୁ

ସର୍ବାଧିକ ହୋ ଭାଷୀ ଲୋକେ ଝାଡ଼ଖଣ୍ଡର ପୂର୍ବ ସିଂହଭୁମି ଜିଲ୍ଲା ଓ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ । ଭାଷାଗତ, ଆଭିଧାନିକ ଓ ବଂଶାନୁକ୍ରମ ଦୃଷ୍ଟିରୁ ହୋ ଭାଷା ଝାଡ଼ଖଣ୍ଡରେ କଥିତ ଭାଷା ତୁଳନାରେ ମୟୂରଭଞ୍ଜର କଥିତ ଭାଷା ସହ ଅଧିକ ସମ୍ବନ୍ଧିତ । ଭାଷାଗତ ଦୃଷ୍ଟିରୁ ହୋ ଓ ମୁଣ୍ଡାରୀ ଅଧିକ ସମ୍ବନ୍ଧିତ ହେଲେ ହେଁ ଏହି ଭାଷା ଦୁଇ କହୁଥିବା ଲୋକେ ବଂଶାନୁକ୍ରମ ଅନୁସାରେ ଅଲଗା । ଏହା ଖେରବାଡ଼ି ଭାଷାଭିଧାନିକ ଗୁଣର ବିଷେଷତ୍ୱ । [୫] [୬]

ଆଧାରସମ୍ପାଦନ କରନ୍ତୁ

  1. ହୋ at Ethnologue (18th ed., 2015)
  2. Hammarström, Harald; Forkel, Robert; Haspelmath, Martin, eds. (2017). "Ho". Glottolog 3.0. Jena, Germany: Max Planck Institute for the Science of Human History. {{cite book}}: Unknown parameter |chapterurl= ignored (|chapter-url= suggested) (help)
  3. "The Warang Chiti Alphabet". Swarthmore.edu. Retrieved 19 March 2015.
  4. Harrison, Anderson, David, Gregory. "Review of Proposal for Encoding Warang Chiti (Hoorthography) in Unicode" (PDF). Retrieved 19 March 2015.
  5. ୫.୦ ୫.୧ "Ho Web Sketch: Ho writing" (PDF). Livingtongues.org. Retrieved 19 March 2015.
  6. Anderson, edited by Gregory S. (2008). The Munda languages (1. publ. ed.). London: Routledge. ISBN 0-415-32890-X. {{cite book}}: |access-date= requires |url= (help); |first1= has generic name (help)

ବାହାର ପଠନସମ୍ପାଦନ କରନ୍ତୁ