ମା ମଙ୍ଗଳା (ଓଡ଼ିଆ କଥାଚିତ୍ର)

୨୦୦୩ର ଓଡ଼ିଆ କଥାଚିତ୍ର

ମା ମଙ୍ଗଳା, ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବାସୁଦେବ ତ୍ରିପାଠୀ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ଆଲୋକ ରାୟ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।

ମା ମଙ୍ଗଳା
ନିର୍ଦ୍ଦେଶକସୂର୍ଯ୍ୟ ମିଶ୍ର
ପ୍ରଯୋଜକବାସୁଦେବ ତ୍ରିପାଠୀ
ସଂଳାପଆଲୋକ ରାୟ
ଚିତ୍ରନାଟ୍ୟସୂର୍ଯ୍ୟ ମିଶ୍ର
କାହାଣୀବାସୁଦେବ ତ୍ରିପାଠୀ
କଳାକାରନୈନା ଦାସ
ଜ୍ୟୋତି ମିଶ୍ର
ଶ୍ରୀତମ ଦାସ
ମୀନକେତନ
ସଙ୍ଗୀତବିଜୁ ସ୍ୱାଇଁ
ଚିତ୍ରଗ୍ରହଣଶୁଭ୍ରାଂସୁ
ସମ୍ପାଦକଅଶୋକ ଶର୍ମା
ମୁକ୍ତିଲାଭ ତାରିଖ
୧୦ ଜାନୁଆରୀ ୨୦୦୩
ଦେଶ ଭାରତ
ଭାଷାଓଡ଼ିଆ

ନୈନା ଦାସ, ଜ୍ୟୋତି ମିଶ୍ର, ଶ୍ରୀତମ ଦାସ, ମୀନକେତନ, ସରୋଜ ଦାସ, ପ୍ରଭାତ, ମେଘମ୍ବରୀ, ରବି ମିଶ୍ର, ସୂର୍ଯ୍ୟ ମିଶ୍ର, ବିଜୟ ମହାନ୍ତି, ବୀଣା ମହାରଣା, ପିଣ୍ଟୁ ନନ୍ଦ, ରାଇମୋହନ ପରିଡ଼ା, ବାବୁ ପ୍ରଧାନ, ବାସୁଦେବ ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ର ଜରିଆରେ ନୈନା ଦାସ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୧]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଜୁ ସ୍ୱାଇଁ । ନିର୍ମଳ ନାୟକ ଏବଂ ବିଜୁ ସ୍ୱାଇଁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁମାର ବାପି, ଶକ୍ତି ମିଶ୍ର, ଇରା ମହାନ୍ତି, ଗୋପିନାଥ ମହାପାତ୍ର, ସୁନୀଲ ନାୟକ, ପ୍ରୀତିନନ୍ଦା ରାଉତରାୟ, ଟି. ସୌରୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ

ଆଧାର ସମ୍ପାଦନା

  1. Panda, Bhabani P. (22 August 2016). "Ollywood: Debut Film and Year List of Odia Film Stars (Actors, Actress, Villains, Comedians)". OdiaPortal.IN. Archived from the original on 1 September 2020. Retrieved 1 September 2020.

ବାହାର ଆଧାର ସମ୍ପାଦନା