ରାଜ୍ୟ
ବର୍ଣ୍ଣନା
ସମ୍ପାଦନାରାଜ୍ୟ କହିଲେ ସାଧାରଣତଃ ଗୋଟିଏ ରାଜନୈତିକ ଅଞ୍ଚଳକୁ ବୁଝାଇଥାଏ । ଅନ୍ୟ ଅର୍ଥରେ କହିଲେ କେତୋଟି ରାଜ୍ୟକୁ ନେଇ ଏକ ଦେଶ ଗଠିତ ।[୧]
ଇତିହାସ
ସମ୍ପାଦନାପୂର୍ବ କାଳରେ ରାଜାମାନେ ନିଜ ଅଧୀନରେ କିଛି ଅଞ୍ଚଳ ରଖୁଥିଲେ ବା ଶାସନ କରୁଥିଲେ । ଏହି ଅଧୁକୃତ ଅଞ୍ଚଳଟିକୁ ରାଜ୍ୟ କୁହାଯାଉଥିଲା ।[୨]
ଭାରତର ରାଜ୍ୟ ବ୍ୟବସ୍ଥା
ସମ୍ପାଦନାଭାରତ ୨୯ଟି ରାଜ୍ୟରେ ବିଭକ୍ତ ହୋଇଛି ।
ଆଧାର
ସମ୍ପାଦନା- ↑ https://mises.org/library/anatomy-state
- ↑ ""state" (definition 5) and "government" (definitions 4, 5, and 6)", Merriam-Webster Dictionary, Merriam-Webster, Incorporated, 2015