ଜହ୍ନର ପାହାଡ଼

୨୦୧୩ର ବଙ୍ଗଳା କଥାଚିତ୍ର

ଜ‌ହ୍ନର ପାହାଡ଼, ଓଡ଼ିଆ ଭାଷାରେ ମୁକ୍ତିଲାଭ କରିଥିବା ୨୦୧୩ର ଏକ ବଙ୍ଗଳା କଥାଚିତ୍ର । ଏହି କଥାଚିତ୍ରଟି ଓଡ଼ିଶାରେ ୧୩ ଫେବୃଆରୀ ୨୦୧୫ରେ ମୁକ୍ତିଲାଭ କରିଥିଲା ।[୧] ଏହି କଥାଚିତ୍ରର କାହାଣୀ ବିଭୂତିଭୂଷଣ ବନ୍ଦୋପାଧ୍ୟାୟଙ୍କ ରଚିତ ଉପନ୍ୟାସ 'ଚାନ୍ଦର ପାହାର' ଉପରେ ପର୍ଯ୍ୟବେଷିତ ।[୨] ବଙ୍ଗଳାରେ ଏହି କଥାଚିତ୍ରରର ନିର୍ଦ୍ଦେଶନା ଦେଇଥିଲେ କମଳେଶ୍ୱର ମୁଖାର୍ଜୀ[୩] ଏବଂ ଓଡ଼ିଆରେ ଏହାର ଡବିଂ ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ ।[୪] ମହେନ୍ଦ୍ର ସୋନୀ ଏବଂ ଶ୍ରୀକାନ୍ତ ମେହେଟା ଏହି ଚଳଚ୍ଚିତ୍ରଟିର ପ୍ରଯୋଜନା କରିଥିଲେ । ଇନ୍ଦ୍ରଦୀପ ଦାସ ଗୁପ୍ତା ଏବଂ ଦେବଜ୍ୟୋତି ମିଶ୍ର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୫]

ଜ‌ହ୍ନର ପାହାଡ଼
ନିର୍ଦ୍ଦେଶକକମଳେଶ୍ୱର ମୁଖାର୍ଜୀ
ବସନ୍ତ ସାହୁ (ଡବିଂ ନିର୍ଦ୍ଦେଶକ)
ପ୍ରଯୋଜକମହେନ୍ଦ୍ର ସୋନୀ, ଶ୍ରୀକାନ୍ତ ମେହେଟା
କାହାଣୀବିଭୂତିଭୂଷଣ ବନ୍ଦୋପାଧ୍ୟାୟ
ମୂଳ ଆଧାରଚାନ୍ଦର ପାହାର (ବଙ୍ଗଳା ଉପନ୍ୟାସ)
କଳାକାରଦେବ, ଗେରାର୍ଦ ରୁଦୋଲ୍ଫ, ମାର୍ତୀନ ଚିଟ୍ଟୋ ଓଟ୍ଟୋ, ନବୀଲ ଖାନ, ପୌଲ ଡିଚଫିଲ୍ଡ, ଏଣ୍ଡ୍ର୍ୟୁ ଷ୍ଟୋକ, ଲାବୋନୀ ସରକାର, ତମଳା ରାୟ
ସଙ୍ଗୀତଇନ୍ଦ୍ରଦୀପ ଦାସ ଗୁପ୍ତା, ଦେବଜ୍ୟୋତି ମିଶ୍ର
ଚିତ୍ରଗ୍ରହଣସୌମିକ ହଳଧର
ସମ୍ପାଦକରବିରଞ୍ଜନ ମୈତ୍ର
ମୁକ୍ତିଲାଭ ତାରିଖ
୧୩ ଫେବୃଆରୀ ୨୦୧୫
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚ୧୫ କୋଟି

ଦେବ, ଗେରାର୍ଦ ରୁଦୋଲ୍ଫ, ମାର୍ତୀନ ଚିଟ୍ଟୋ ଓଟ୍ଟୋ, ନବୀଲ ଖାନ, ପୌଲ ଡିଚଫିଲ୍ଡ, ଏଣ୍ଡ୍ର୍ୟୁ ଷ୍ଟୋକ, ଲାବୋନୀ ସରକାର, ତମଳା ରାୟ ଆଦି କଳାକାରମାନେ ଏହି କଥାଚିତ୍ରରେ ଅଭିନୟ କରିଥିଲେ । ବୁଦ୍ଧାଦିତ୍ୟ ମହାନ୍ତି, ବିଜୟ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରର ଓଡ଼ିଆ ଡବିଂରେ ସ୍ୱର ଦେଇଥିଲେ ।[୩][୫]

ଅଭିନୟ ସମ୍ପାଦନା

  • ଦେବ
  • ଗେରାର୍ଦ ରୁଦୋଲ୍ଫ
  • ମାର୍ତୀନ ଚିଟ୍ଟୋ ଓଟ୍ଟୋ
  • ନବୀଲ ଖାନ
  • ପୌଲ ଡିଚଫିଲ୍ଡ
  • ଏଣ୍ଡ୍ର୍ୟୁ ଷ୍ଟୋକ
  • ଲାବୋନୀ ସରକାର
  • ତମଳା ରାୟ

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଇନ୍ଦ୍ରଦୀପ ଦାସ ଗୁପ୍ତା ଏବଂ ଦେବଜ୍ୟୋତି ମିଶ୍ର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[୫]

ଆଧାର ସମ୍ପାଦନା

  1. "Janhara Pahada Odia Movie mp3 songs, video, poster". OdiaOdisha.com. 10 February 2015. Archived from the original on 23 August 2017. Retrieved 20 August 2017.
  2. "Janhara Pahada Odia Film". apnafilms.com. 2 February 2015. Retrieved 20 August 2017.
  3. ୩.୦ ୩.୧ "Janhara Pahada – The Odia Version of most Expensive Bengali Film Chander Pahar". New Odisha. 10 February 2015. Archived from the original on 23 August 2017. Retrieved 20 August 2017. {{cite news}}: |first= missing |last= (help)
  4. "Janhara Pahada- Odia version of Chander Pahar Movie". Incredible Orissa. 8 February 2015. Retrieved 20 August 2017.
  5. ୫.୦ ୫.୧ ୫.୨ "Janhara Pahada (Dubbed)". Odia Movie Database. Archived from the original on 19 July 2017. Retrieved 11 August 2017.

ବାହାର ଆଧାର ସମ୍ପାଦନା