ଜଙ୍କିଆଗଡ଼ସାହି
ଜଙ୍କିଆଗଡ଼ସହି ଗାଁ ,ଓଡ଼ିଶାର ପୁରୀ ଜିଲ୍ଲାର କଣାସ ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ସତ୍ୟବାଦୀ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।
ଜଙ୍କିଆଗଡ଼ସାହି | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ପୁରୀ |
ପଞ୍ଚାୟତ ସମିତି | କଣାସ |
ଗ୍ରାମ ପଞ୍ଚାୟତ | ଗଡ଼ସାହି |
ତହସିଲ | କଣାସ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୨୦୧୭[୧] |
Area code | +୦୬୬୧ |
ଯାନବାହାନ ପଞ୍ଚୀକରଣ | OD/୧୩ |
ଗମନାଗମନ
ସମ୍ପାଦନାଏହା ଜିଲ୍ଲାର ସଦର ମହକୁମା ପୁରୀଠାରୁ ୩୫ କି.ମି. ଦୂରରେ ଅବସ୍ଥିତ ।
ଶିକ୍ଷା
ସମ୍ପାଦନାଏଠାରେ ଗୋଟିଏ ଉଚ୍ଚ-ପ୍ରାଥମିକ ଓ ଗୋଟିଏ ଉଚ୍ଚ ବିଦ୍ୟାଳୟ ଅଛି ।
ସଂସ୍କୃତି
ସମ୍ପାଦନାଏହି ଗାଆଁରେ ଧବଳେଶ୍ୱର ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ଜାଗର ମେଳା ଓ ପଞ୍ଚୁଦୋଳ ମେଳା ଅନୁଷ୍ଠିତ ହୋଇଥାଏ ।
ଆଧାର
ସମ୍ପାଦନାଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |