ଏହି ଜଗନ୍ନାଥ ମନ୍ଦିର ଅନୁଗୋଳ ଜିଲ୍ଲା, (ଓଡ଼ିଶା)ର ବଅଁରପାଳଠାରେ ଅବସ୍ଥିତ । ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନ ଏଠାକାର ଆରାଧ୍ୟ ଦେବତା ।

ଜଗନ୍ନାଥ ମନ୍ଦିର, ବଅଁରପାଳ
Pancha Srikshetra 02.JPG
Lua error in ମଡ୍ୟୁଲ:Location_map at line 501: Unable to find the specified location map definition: "Module:Location map/data/ଓଡ଼ିଶା" does not exist.
ଭୌଗୋଳିକ ଅବସ୍ଥିତି
ଦିଗବାରେଣି20°50′N 85°12′E / 20.833°N 85.200°E / 20.833; 85.200
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଅନୁଗୋଳ
ଅବସ୍ଥିତିବଅଁରପାଳ
ପରମ୍ପରା
ମୁଖ୍ୟ ଆରାଧ୍ୟଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ
Architecture
ମନ୍ଦିର ସଂଖ୍ୟା


ପ୍ରମୁଖ ଦେବତାସମ୍ପାଦନ କରନ୍ତୁ

ଏଠାକାର ପ୍ରମୁଖ ଦେବତା ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାସୁଦର୍ଶନ । ଏଥି ସହ ଲକ୍ଷ୍ମୀ, ସରସ୍ୱତୀ, ଭୂଦେବୀ, ଶ୍ରୀଦେବୀ, ବିମଳା ଆଦି ମଧ୍ୟ ଏଠାରେ ପୂଜିତ ।

ପାର୍ବଣସମ୍ପାଦନ କରନ୍ତୁ

ଏଠାରେ ପୁରୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ପାଳିତ ସମସ୍ତ ପାର୍ବଣ ପାଳିତ ହେଉଥିଲେ ମଧ୍ୟ ରଥଯାତ୍ରା ପାଳିତ ହୋଇ ନ ଥାଏ ।

 
ଜଗନ୍ନାଥ ମନ୍ଦିର ବେଢ଼ା

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ