ଜଗତପୁର ଓଡ଼ିଶାର କଟକ ଜିଲ୍ଲା ଅନ୍ତର୍ଗତ ଏକ ସହର।[]

ଜଗତପୁର
ସହର
ଦେଶଭାରତ
ରାଜ୍ୟଓଡ଼ିଶା
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭାସାଲେପୁର
Area
 • ସମୁଦାୟ3,634 km2 (1,403 sq mi)
Time zoneIST (+୫.୩୦)
ଡାକ କୋଡ଼
୭୫୪୦୨୧
Area code+୦୬୭୧
ଯାନବାହାନ ପଞ୍ଚୀକରଣOR/

ଭୌଗଳିକ ଅବସ୍ଥିତି ଓ ଜଳବାୟୁ

ସମ୍ପାଦନା

ଏହା କଟକଠାରୁ ପ୍ରାୟ ୫ କି.ମି. ଦୂରରେ ଅବସ୍ଥିତ । କଟକକେନ୍ଦ୍ରାପଡ଼ାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ କଡ଼ରେ ଏହା ଅବସ୍ଥିତ । ଏହା ଏକ ଛୋଟ ସହର ।


ସୁବିଧା ସୁଯୋଗ

ସମ୍ପାଦନା

ଏଠାରେ ଗୋଟିଏ ସରକାରୀ ମହାବିଦ୍ୟାଳୟ[ଆଧାର ଲୋଡ଼ା],ଗୋଟିଏ ସରକାରୀ ଉଚ୍ଚବିଦ୍ୟାଳୟ ଅନେକ ଗୁଡିଏ ଛୋଟ ବଡ଼ ଶିକ୍ଷାନୁଷ୍ଠାନ ଅଛି । ଏକ ମଧ୍ୟମ ଧରଣର ସହରରେ ମିଳୁଥିବା ସୁବିଧା ସୁଯୋଗ ଯଥା ଚିକିତ୍ସା ପାଇଁ ଡାକ୍ତରଖାନା, ଥାନା, ଡାକଘର, ବ୍ୟାଙ୍କ୍, ଦମକଳ କେନ୍ଦ୍ର, ତହସିଲ୍ ଏବଂ ଅନ୍ୟାନ୍ୟ ଛୋଟବଡ଼ ସୁବିଧା ସୁଯୋଗ ଅଛି । ଏଠାରେ ବହୁତ ଗୁଡିଏ ବୈଷୟିକ କାରଖାନା ଦେଖିବାକୁ ମିଳେ ।

ଜୀବନ ଜୀବିକା

ସମ୍ପାଦନା

ଏଠାରେ ଅଧିକାଂଶ ଲୋକ ଉଚ୍ଚଶିକ୍ଷିତ ଏବଂ ଚାକିରି ଉପରେ ନିର୍ଭର କରନ୍ତି ।

  1. http://odishareporter.in/lanch-neee-giraf-hela-jagatpur-thna-asi/
  2. http://m.newshunt.com/india/oriya-newspapers/odia-pua/cuttack/jagatapura--chandabali--rastara--agragati--samparkare--dbitiya--aar--pi-di-a-si--baithaka_38381013/c-in-l-oriya-n-odia-ncat-cuttack[permanent dead link]

ବାହାର ଆଧାର

ସମ୍ପାଦନା