ଚିତ୍ତରଞ୍ଜନ ମିଶ୍ର (ରାଜନେତା)

ଓଡ଼ିଆ ରାଜନୀତିଜ୍ଞ

ଚିତ୍ତରଞ୍ଜନ ମିଶ୍ର (୩ ଅପ୍ରେଲ ୧୯୫୨ - ୩୦ ସେପ୍ଟେମ୍ବର ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିନିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଚିତ୍ତରଞ୍ଜନ ମିଶ୍ର
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୫ – ୧୯୯୦
ନିର୍ବାଚନ ମଣ୍ଡଳୀବିନିକା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1952-04-03)୩ ଅପ୍ରେଲ ୧୯୫୨
ମୃତ୍ୟୁ୩୦ ସେପ୍ଟେମ୍ବର ୨୦୧୦(2010-09-30) (ବୟସ ୫୮)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀମଞ୍ଜୁଲତା ମିଶ୍ର
ବାପା/ବୋଉଗୋବିନ୍ଦ ମିଶ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଚିତ୍ତରଞ୍ଜନ ମିଶ୍ର ୧୯୫୨ ମସିହାର ଅପ୍ରେଲ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୋବିନ୍ଦ ମିଶ୍ର ଓ ପତ୍ନୀଙ୍କ ନାମ ମଞ୍ଜୁଲତା ମିଶ୍ର ।[୧]

ରାଜନୈତିକ ଜୀବନ ସମ୍ପାଦନା

ଚିତ୍ତରଞ୍ଜନ ମିଶ୍ର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

ଚିତ୍ତରଞ୍ଜନ ମିଶ୍ର ୨୦୧୦ ମସିହାର ସେପ୍ଟେମ୍ବର ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Chittaranjan Mishra". odishaassembly.nic.in. Odisha Assembly. Retrieved 2 September 2022.