ଚାନ୍ଦିନୀ ଆଇ ମିସ ୟୁ
୨୦୧୧ର ଓଡ଼ିଆ କଥାଚିତ୍ର
ବସନ୍ତ ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଚାନ୍ଦିନୀ ଆଇ ମିସ ୟୁ (ଚାନ୍ଦିନୀ I miss you, a crazy love story... ) ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା ।
ଚାନ୍ଦିନୀ ଆଇ ମିସ ୟୁ | |
---|---|
ନିର୍ଦ୍ଦେଶକ | ବସନ୍ତ ସାହୁ |
ପ୍ରଯୋଜକ | ଅନାମ ଚରଣ ସାହୁ |
ସଂଳାପ | (ସଂଳାପ): ବସନ୍ତରାଜ ସାମଲ |
ଚିତ୍ରନାଟ୍ୟ | ବସନ୍ତ ସାହୁ |
କାହାଣୀ | ଲକ୍ଷ୍ମୀପ୍ରିୟା ସାହୁ |
କଳାକାର | ସବ୍ୟସାଚୀ, ମେଘା, ପ୍ରିୟା |
ସଙ୍ଗୀତ | ପ୍ରେମ୍ ଆନନ୍ଦ |
ଚିତ୍ରଗ୍ରହଣ | ଅଭିରାମ ମିଶ୍ର |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୨୦୧୧ |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆଚଳଚ୍ଚିତ୍ର ‘ଚାନ୍ଦିନୀ ଆଇ ମିସ ୟୁ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଗୀତ ଓ ସଙ୍ଗୀତସମ୍ପାଦନ କରନ୍ତୁ
- ଗୀତିକାର: ବସନ୍ତରାଜ ସାମଲ
- ସଙ୍ଗୀତ: ପ୍ରେମ ଆନନ୍ଦ