ଚମ୍ପିଆନ
ଚମ୍ପିଆନ, ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏନ୍. ଗଙ୍ଗାଧର ରେଡ୍ଡୀ ଓ ଦୀପ୍ତି ।[୧] ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୨][୩] କେ. ମୂରଲୀକ୍ରିଷ୍ଣା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪][୫]
ଚମ୍ପିଆନ | |
---|---|
ନିର୍ଦ୍ଦେଶକ | କେ. ମୂରଲୀକ୍ରିଷ୍ଣା |
ପ୍ରଯୋଜକ | ଏନ୍. ଗଙ୍ଗାଧର ରେଡ୍ଡୀ, ଦୀପ୍ତି |
ସଂଳାପ | ରଜନୀ ରଞ୍ଜନ |
କଳାକାର | ଅର୍ଚ୍ଚିତା ସାହୁ |
ସଙ୍ଗୀତ | ବୈଦ୍ୟନାଥ ଦାଶ |
ମୁକ୍ତିଲାଭ ତାରିଖ | ୮ ମାର୍ଚ୍ଚ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅର୍ଚ୍ଚିତା ସାହୁ ।[୬] ଅର୍ଚ୍ଚିତା ଏହି କଥାଚିତ୍ରଟିରେ ଜଣେ ଗାଉଁଲି ଚାଷୀର ଝିଅ ଭୂମିକାରେ ଅଭିନୟ କରିଥିଲେ, ଯିଏକି ପରବର୍ତ୍ତୀ ସମୟରେ ସହରକୁ ଯାଇ ନିଜର ଇଚ୍ଛା ପୂରଣ କରିବାକୁ କିକ୍ ବକ୍ସର ଭାବରେ ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୁଅନ୍ତି ।[୪][୭] ମନୋଜ ମିଶ୍ର, ପୃଥ୍ୱୀରାଜ ନାୟକ, ସଲିଲ ମିତ୍ର, କାଳିଆ, ମୌସୁମୀ, ଆଶିଷ, ପ୍ରୀତିରାଜ ଶତପଥୀ, ଇଲୁ ବାନାର୍ଜୀ, ବାବୁ ପ୍ରଧାନ, କୁନି ମିଶ୍ର, ସନ୍ଦୀପ ମନାଲି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଏହି କଥାଚିତ୍ରରେ ଅର୍ଚ୍ଚିତ ୪ଟି ଅଲଗା ଅଲଗା ଶୈଳୀରେ ଅଭିନୟ କରିଥିଲେ ।[୮][୫] ତାଙ୍କୁ ବକ୍ସିଂ ପାଇଁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବା ସହ ସେ ନିୟମିତ ବ୍ୟାୟାମ କରୁଥିବା କଥା ତାଙ୍କର ସୋସିଆଲ ମିଡ଼ିଆ ପୃଷ୍ଠାରେ ଫଟୋ ସହିତ ସେୟାର କରିଥିଲେ ।[୧]
ଅଭିନୟ
ସମ୍ପାଦନା- ଅର୍ଚ୍ଚିତା ସାହୁ[୯]
- ମନୋଜ ମିଶ୍ର
- ପୃଥ୍ୱୀରାଜ ନାୟକ
- ସଲିଲ ମିତ୍ର
- ସୁଧାଂଶୁ ନାରାୟଣ ଦାଶ[୧୦]
- କାଳିଆ
- ମୌସୁମୀ
- ଆଶିଷ
- ପ୍ରୀତିରାଜ ଶତପଥୀ
- ଇଲୁ ବାନାର୍ଜୀ
- ବାବୁ ପ୍ରଧାନ
- କୁନି ମିଶ୍ର
- ସନ୍ଦୀପ ମନାଲି
କାହାଣୀ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ ।[୧]
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ "Exclusive posters: Ollywood actor Archita Sahu to portray a boxer in upcoming movie". Odisha Sun Times. 1 May 2018. Retrieved 10 June 2018.
- ↑ ୨.୦ ୨.୧ "ବାଃ ଅର୍ଚ୍ଚିତା". ସମାଜ ରବିବାର. 24 June 2018. Retrieved 27 June 2018.[permanent dead link]
- ↑ "ପରଦାରେ ନାରୀଶକ୍ତି". ସମାଜ (ରବିବାର) (in Odia). Bhubaneswar. 2 December 2018. p. 8. Archived from the original on 2 December 2018. Retrieved 2 December 2018.
{{cite news}}
: CS1 maint: unrecognized language (link) - ↑ ୪.୦ ୪.୧ "ପରଦାରେ ନାରୀଶକ୍ତି". ସମାଜ ରବିବାର. 20 May 2018. Retrieved 20 May 2018.[permanent dead link]
- ↑ ୫.୦ ୫.୧ "Champion Odia Movie of Archita Sahu In Lead Role as Boxer". Incredible Orissa. 1 May 2018. Retrieved 10 June 2018.
- ↑ "କୁଆଡ଼େ ମୁହାଁଇଛନ୍ତି ଅର୍ଚ୍ଚିତା ଓ ବର୍ଷା!". sambad.in. 14 May 2018. Retrieved 6 June 2018.
- ↑ "Champion Odia Movie of Archita Sahu in Lead role as Boxer-2018". ନୂଆ ଓଡ଼ିଶା. Retrieved 10 June 2018.
- ↑ "ଚମ୍ପିଆନ୍ ଅର୍ଚ୍ଚିତା ଏବେ ଲାଲପାନ୍ ବିବି". Sambad (in Odia). Odisha. 30 January 2019. Archived from the original on 6 February 2019. Retrieved 6 February 2019.
{{cite news}}
: CS1 maint: unrecognized language (link) - ↑ "ଏ ବର୍ଷ ଅର୍ଚ୍ଚିତା ବନିଥିଲେ, ଆଗରୁ ଅନୁ ଚୌଧୁରୀ ବନିଥାନ୍ତେ , ଦ୍ୱିତୀୟ ଥର ଲାଗି ବନିଲେ ଓଲିଉଡର ମହାନାୟିକା ମହାଶ୍ୱେତା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 7 September 2019. Archived from the original on 21 January 2022. Retrieved 21 January 2022.
- ↑ "ସୋନୁଙ୍କ ନିୟତି". ସମ୍ବାଦ (ରବିବାର). 29 January 2023. p. 8. Archived from the original on 11 February 2023. Retrieved 11 February 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଚମ୍ପିଆନ