ଚନ୍ଦ୍ରଶେଖର ନନ୍ଦ (ନାଟ୍ୟକାର)

ଓଡ଼ିଆ ନାଟ୍ୟକାର

ଚନ୍ଦ୍ରଶେଖର ନନ୍ଦ ଜଣେ ପୂର୍ବତନ ସେନା ନାୟକ ତଥା ଓଡ଼ିଆ ନଟ୍ୟକାର ।[୧] ୧୯୯୬ ମସିହାରେ ତାଙ୍କୁ ତାଙ୍କ ରଚିତ ନାଟକ ପୁସ୍ତକ ସେମାନଙ୍କ ଆଖିରେ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଚନ୍ଦ୍ରଶେଖର ନନ୍ଦ
ଜନ୍ମ ଓ ଜନ୍ମସ୍ଥାନଚନ୍ଦ୍ରଶେଖର ନନ୍ଦ
କଟକ
ବୃତ୍ତିନାଟ୍ୟକାର, ସେନା କ୍ୟାପ୍ଟେନ୍
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିସେମାନଙ୍କ ଆଖିରେ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୬
ସମ୍ପର୍କୀୟହରିଶ୍ଚନ୍ଦ୍ର ପରିଡ଼ା (ବାପା)
ବିଷ୍ଣୁପ୍ରିୟା ପରିଡ଼ା (ମାଆ)

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଚନ୍ଦ୍ରଶେଖର ନନ୍ଦ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ତାଙ୍କର ପିଲାଦିନ କଟିଥିଲା । ତାଙ୍କ ବାପାଙ୍କ ନାମ ଆର୍ତ୍ତତ୍ରାଣ ମିଶ୍ର, ଯିଏକି କଳା ବିକାଶ କେନ୍ଦ୍ରର ଜଣେ ପ୍ରତିଷ୍ଠାତା ସଦସ୍ୟ ଥିଲେ । ପେଶାରେ ସେ ଜଣେ ସୈନିକ ଥିଲେ ଏବଂ ସେନା ବିଭାଗରେ ଥିବାବେଳେ ସେ ନାଟକ ରଚନା ଆରମ୍ଭ କରିଥିଲେ ।[୧]

ରଚନାବଳୀ ସମ୍ପାଦନା

  • ସେମାନଙ୍କ ଆଖିରେ (ନାଟକ ଓ ଏକାଙ୍କିକା)
  • ଅନୁଭୂତି ଦର୍ପଣରେ ଓଡ଼ିଆ ନାଟକ (ସମ୍ପାଦକ)
  • ସାଥୀ (ନାଟକ)
  • ଅନନ୍ତ ସଲୀଳ (ନାଟକ)
  • ଅସମଲଗ୍ନ (ନାଟକ)
  • ଯୁଦ୍ଧ ବନ୍ଦୀ (ନାଟକ)
  • ଐତିହାସିକ ଏ ଦୁର୍ଗ ବାରବାଟି (ନାଟକ)
  • କ୍ରିଷ୍ଣା (ନାଟକ)
  • କସ୍ତୁରୀ (ନାଟକ)
  • କଥା କଥାରେ (ନାଟକ)
  • ଅଭିମାନ (ନାଟକ)

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "'Theatre must serve society & humanity'". The New Indian Express. 2 December 2010. Archived from the original on 30 January 2023. Retrieved 30 January 2023. {{cite web}}: |archive-date= / |archive-url= timestamp mismatch; 9 ଜୁନ 2021 suggested (help)
  2. "୨୦୧୨, ୨୦୧୩ ଓ ୨୦୧୪ ମସିହାରେ ପ୍ରକାଶିତ ୧୯୯୬ ବର୍ଷ ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 April 2017. Retrieved 30 January 2023.