କଳା ବିକାଶ କେନ୍ଦ୍ର

ବାବୁଲାଲ ଦୋଶୀ, ୧୯୫୨ ମସିହାରେ କଟକଠାରେ କଳା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । ଏହି କେନ୍ଦ୍ରରେ ନୃତ୍ୟ, ସଙ୍ଗୀତ, ନାଟକ ଓ ଅନ୍ୟାନ୍ୟ କଳା ଶିକ୍ଷା ପ୍ରଦାନ କରାଯାଉଥିଲା । ଗୁରୁ କେଳୁଚରଣ ମହାପାତ୍ର କଳା ବିକାଶ କେନ୍ଦ୍ରରେ ୧୯୫୩ରୁ ୧୯୬୫ ପର୍ଯ୍ୟନ୍ତ ନୃତ୍ୟ ଶିକ୍ଷା ଦେଉଥିଲେ । ଏହି କେନ୍ଦ୍ରରୁ ହିଁ ଆରମ୍ଭ ହୋଇଥିଲା ଓଡ଼ିଶୀ ନୃତ୍ୟର ଶାସ୍ତ୍ରୀୟ ମାନ୍ୟତା ପାଇବାର ଯଶଯାତ୍ରା । "କଳା ବିକାଶ କେନ୍ଦ୍ର ତାହାର ୫୪ତମ ବାର୍ଷିକ ଉତ୍ସବ ଚଳିତ ୨୦୦୬ ମସିହା ଅଗଷ୍ଟ"[୧]