ଗୋବର୍ଦ୍ଧନ ବଡ଼ମାଲ

ଗୋବର୍ଦ୍ଧନ ବଡ଼ମାଲ ଗାଁ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଜୁଜୁମୁରା ବ୍ଲକ ଅନ୍ତର୍ଗତ ଜୁଜୁମୁରା ଥାନା ଅଧୀନରେ ଥିବା ଏକ ଗାଆଁ । ଏହା ଏକ ରାଜସ୍ୱ ଗ୍ରାମ ।

ଗୋବର୍ଦ୍ଧନ ବଡ଼ମାଲ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସମ୍ବଲପୁର
ପଞ୍ଚାୟତ ସମିତିଜୁଜୁମୁରା
ଗ୍ରାମ ପଞ୍ଚାୟତନୂଆଁବରଙ୍ଗାମାଳ
ଭାଷାଓଡ଼ିଆ, ଇଂରାଜୀ
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୬୮ ୧୧୨
ଏସଟିଡି କୋଡ଼+୦୬୬୮୧
ଗାଡ଼ି ପଞ୍ଜିକରଣOR/15

ଗମନାଗମନସମ୍ପାଦନ କରନ୍ତୁ

ଏହା ହାତୀବାଡି ନିକଟରେ ଅବସ୍ଥିତ । ଏହା ସମ୍ବଲପୁରଠାରୁ ୨୬ କି.ମି. ଦୂରରେ ଅବସ୍ଥିତ ।


ଶିକ୍ଷାସମ୍ପାଦନ କରନ୍ତୁ

ସ୍କୁଲସମ୍ପାଦନ କରନ୍ତୁ

ଏହି ଗ୍ରାମରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ବିଦ୍ୟାଳୟରେ ଶିକ୍ଷା ଦାନର ସମସ୍ତ ସୁବିଧା ରହିଛି |

ଅନ୍ୟାନ୍ୟସମ୍ପାଦନ କରନ୍ତୁ

ଏହି ଗ୍ରାମରେ ଆଠଟି ପୋଖରୀ ସହ ଗ୍ରାମ ନିକଟରେ ବାଉଁଶ ଡୁଙ୍ଗୁରୀ ଓ ବ୍ରାହ୍ମଣୀ ଡୁଙ୍ଗୁରୀ ନାମର୍ରେ ଦୁଇଟି ପାହାଡ଼ ରହିଛି ।

ପର୍ଯ୍ୟଟନସମ୍ପାଦନ କରନ୍ତୁ

ଏହି ଗାଆଁଠାରୁ ଅଳ୍ପ ଦୂରରେ କଳ୍ପେଶ୍ୱର ମନ୍ଦିର, ଜଗନ୍ନାଥ ମନ୍ଦିର ଓ ଭୀମଗୁଡ଼ି ଅଛି । ଏଠାରେ ପ୍ରତିବର୍ଷ ଶିବରାତ୍ରି ମେଳା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ