ଗୋବର୍ଦ୍ଧନ ବଡ଼ମାଲ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଗୋବର୍ଦ୍ଧନ ବଡ଼ମାଲ
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସମ୍ବଲପୁର
ପଞ୍ଚାୟତ ସମିତିଜୁଜୁମୁରା
ଗ୍ରାମ ପଞ୍ଚାୟତନୂଆଁବରଙ୍ଗାମାଳ
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୬୮ ୧୧୨
Area code+୦୬୬୮୧
ଯାନବାହାନ ପଞ୍ଚୀକରଣOR/15

ଗୋବର୍ଦ୍ଧନ ବଡ଼ମାଲ ଗାଁ ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଜୁଜୁମୁରା ବ୍ଲକ ଅନ୍ତର୍ଗତ ଜୁଜୁମୁରା ଥାନା ଅଧୀନରେ ଥିବା ଏକ ଗାଆଁ । ଏହା ଏକ ରାଜସ୍ୱ ଗ୍ରାମ ।

ଗମନାଗମନ ସମ୍ପାଦନା

ଏହା ହାତୀବାଡି ନିକଟରେ ଅବସ୍ଥିତ । ଏହା ସମ୍ବଲପୁରଠାରୁ ୨୬ କି.ମି. ଦୂରରେ ଅବସ୍ଥିତ ।


ଶିକ୍ଷା ସମ୍ପାଦନା

ସ୍କୁଲ ସମ୍ପାଦନା

ଏହି ଗ୍ରାମରେ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ବିଦ୍ୟାଳୟରେ ଶିକ୍ଷା ଦାନର ସମସ୍ତ ସୁବିଧା ରହିଛି |

ଅନ୍ୟାନ୍ୟ ସମ୍ପାଦନା

ଏହି ଗ୍ରାମରେ ଆଠଟି ପୋଖରୀ ସହ ଗ୍ରାମ ନିକଟରେ ବାଉଁଶ ଡୁଙ୍ଗୁରୀ ଓ ବ୍ରାହ୍ମଣୀ ଡୁଙ୍ଗୁରୀ ନାମର୍ରେ ଦୁଇଟି ପାହାଡ଼ ରହିଛି ।

ପର୍ଯ୍ୟଟନ ସମ୍ପାଦନା

ଏହି ଗାଆଁଠାରୁ ଅଳ୍ପ ଦୂରରେ କଳ୍ପେଶ୍ୱର ମନ୍ଦିର, ଜଗନ୍ନାଥ ମନ୍ଦିର ଓ ଭୀମଗୁଡ଼ି ଅଛି । ଏଠାରେ ପ୍ରତିବର୍ଷ ଶିବରାତ୍ରି ମେଳା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା