ଯୁଯୁମୁରା [୧] ହେଉଛି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଏକ ପଞ୍ଚାୟତ ସମିତି । ଏହା ୦୩/୧୦/୧୯୬୧ରେ କାର୍ଯ୍ୟକ୍ଷମ ହୋଇଥିଲା । ୨୦୧୧ ଜନଗଣନା ଅନୁଯାୟୀ ମୋଟ ଜନସଂଖ୍ୟା ୮୩,୦୭୨[୨]। ଯୁଯୁମୁରା ପଞ୍ଚାୟତ ସମିତି ଅଧିନରେ ୧୮ ପଞ୍ଚାୟତ (୧୨୬ ଗ୍ରାମ) ଅଛି । ଯୁଯୁମୁରା ୩ ଗୋଟି ପୋଲିସ ଷ୍ଟେସନ ଅଧୀନରେ ଆସିଥାଏ । ଏହି ପଞ୍ଚାୟତ ସମିତି ରେଢ଼ାଖୋଲ ବିଧାନ ସଭା ଏବଂ ସମ୍ବଲପୁର ବିଧାନ ସଭାରେ ଆସିଥାଏ ।

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଯୁଯୁମୁରା
ଜୁଜୁମୁରା
ପଞ୍ଚାୟତ ସସମିତି
Jujumura
Coordinates: 21.3060° N, 84.0854° E
ଦେଶ ଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାସମ୍ବଲପୁର
Government
 • Typeପଞ୍ଚାୟତିରାଜ
 • Bodyପଞ୍ଚାୟତ ସମିତି
Population
 (୨୦୧୧)
 • Total୩,୦୭୨ [୩]
ଭାଷା
 • ସରକାରୀଓଡ଼ିଆ
 • ଅନ୍ୟ ଭାଷାସମ୍ବଲପୁରୀ , ହିନ୍ଦୀ
Time zoneUTC+5:30 (IST)
ପିନ କୋଡ଼
୭୬୮୧୦୫

ଆଧାର ସମ୍ପାଦନା

  1. "RTI Odisha".[permanent dead link]
  2. "Census of India: Search Details". www.censusindia.gov.in. Retrieved 2019-09-06.
  3. "Census of India: Search Details". www.censusindia.gov.in. Retrieved 2019-09-06.
  4. http://rtiodisha.in/Pages/printAllManual/office_id:2347[permanent dead link]