ଓଡ଼ିଶାର ମୁଖ୍ୟମନ୍ତ୍ରୀମାନଙ୍କର ତାଲିକା

ନାମ ପଦବୀ କାର୍ଯ୍ୟକାଳ ସୁଚନା
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୨୧.୦୫-୨୦୦୯ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୧୬.୦୫.୨୦୦୪ଠାରୁ ୨୦.୦୫.୨୦୦୯
ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୦୫.୦୩.୨୦୦୦ଠାରୁ ୧୫.୦୫.୨୦୦୪
ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ୦୬.୧୨.୧୯୯୯ଠାରୁ ୦୫-୦୩-୨୦୦୦
ଗିରିଧର ଗମାଙ୍ଗ ମୁଖ୍ୟମନ୍ତ୍ରୀ ୦୭.୦୨.୧୯୯୯ଠାରୁ ୦୬.୧୨.୧୯୯୯
ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୧୫.୦୩.୧୯୯୫ଠାରୁ ୧୭.୦୨.୧୯୯୯
ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୦୫.୦୩.୧୯୯୦ଠାରୁ ୧୫.୦୩.୧୯୯୫
ହେମାନନ୍ଦ ବିଶ୍ୱାଳ ମୁଖ୍ୟମନ୍ତ୍ରୀ ୦୭.୧୨.୧୯୮୯ଠାରୁ ୦୪.୦୩.୧୯୯୦
ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୦୯.୦୬.୧୯୮୦ଠାରୁ ୦୭.୧୨.୧୯୮୯
ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ୨୬.୦୬.୧୯୭୭ଠାରୁ ୦୭.୦୨.୧୯୮୦
ବିନାୟକ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ୨୯.୧୨.୧୯୭୬ଠାରୁ ୩୦.୦୪.୧୯୭୭
ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ୦୬.୦୩.୧୯୭୪ଠାରୁ ୧୬.୧୨.୧୯୭୬
ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ୧୪.୦୬.୧୯୭୨ଠାରୁ ୦୩.୦୩.୧୯୭୩
ବିଶ୍ୱନାଥ ଦାସ ମୁଖ୍ୟମନ୍ତ୍ରୀ ୦୩.୦୪.୧୯୭୧ଠାରୁ ୧୪.୦୬.୧୯୭୨
ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ୦୮.୦୩.୧୯୬୭ଠାରୁ ୦୯.୦୧.୧୯୭୧
ସଦାଶିବ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ୨୧.୦୨.୧୯୬୫ଠାରୁ ୦୮.୦୩.୧୯୬୭
ବୀରେନ ମିତ୍ର ମୁଖ୍ୟମନ୍ତ୍ରୀ ୦୨.୧୦.୧୯୬୩ଠାରୁ ୨୧.୦୨.୧୯୬୫
ବିଜୟାନନ୍ଦ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ୨୩.୦୬.୧୯୬୧ଠାରୁ ୦୨.୧୦.୧୯୬୩
ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ୧୯.୧୦.୧୯୫୬ଠାରୁ ୨୫.୦୨.୧୯୬୧
ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ୧୨.୦୫.୧୯୫୦ଠାରୁ ୧୯.୧୦.୧୯୫୬
ହରେକୃଷ୍ଣ ମହତାବ ମୁଖ୍ୟମନ୍ତ୍ରୀ ୨୩.୦୪.୧୯୪୬ଠାରୁ ୧୨.୦୫.୧୯୫୦
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ମୁଖ୍ୟମନ୍ତ୍ରୀ ୨୪.୧୧.୧୯୪୧ଠାରୁ ୩୦.୦୬.୧୯୪୪
ବିଶ୍ୱନାଥ ଦାସ ମୁଖ୍ୟମନ୍ତ୍ରୀ ୧୯-୦୭-୧୯୩୭ଠାରୁ ୦୬.୧୧.୧୯୩୯
କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେଓ ମୁଖ୍ୟମନ୍ତ୍ରୀ ୦୧-୦୧-୧୯୩୭ଠାରୁ ୧୯.୦୭.୧୯୩୭


ଆହୁରି ଦେଖନ୍ତୁସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. Primie ministers and Chief ministers of Odisha
  2. Odisha Chief Ministers List