ଖଲ୍ଲିକୋଟ ବରିଡ଼ା

(ଖଲ୍ଲିକୋଟ ବରିଡାରୁ ଲେଉଟି ଆସିଛି)

ଖଲ୍ଲିକୋଟ ବରିଡ଼ା ଗାଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୋଦଳା ଥାନା ଅଧୀନରେ ଥିବା ଏକ ଗାଆଁ ।

ଖଲ୍ଲିକୋଟ ବରିଡ଼ା
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଞ୍ଜାମ
ପଞ୍ଚାୟତ ସମିତିବେଗୁନିଆପଡ଼ା
ଗ୍ରାମ ପଞ୍ଚାୟତଖଲ୍ଲିକୋଟ ବରିଡ଼ା
ଭାଷାଓଡ଼ିଆ, ଇଂରାଜୀ
Time zoneIST (+୫.୩୦)
ଡାକ କୋଡ଼
୭୬୧ ୦୩୧[]
Area code+୦୬୮୧୦
ଯାନବାହାନ ପଞ୍ଚୀକରଣOR/07

ଗମନାଗମନ

ସମ୍ପାଦନା

ଏହା ବେଗୁନିଆପଡ଼ା ନିକଟରେ ଅବସ୍ଥିତ । ଏହା ଛତ୍ରପୁରଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ।

ବିଶେଷତା

ସମ୍ପାଦନା

ଏଠାରେ ଖରଖରି ନାମରେ ଏକ ଛୋଟ ନଈ ବହି ଯାଇଛି ।

ଶିକ୍ଷା

ସମ୍ପାଦନା

ବିଦ୍ୟାଳୟ

ସମ୍ପାଦନା

ଏହି ଗାଁରେ ଗୋଟିଏ ପ୍ରାଥମିକ, ଗୋଟିଏ ମାଧ୍ୟମିକ ଓ ଗୋଟିଏ ଉଚ୍ଚବିଦ୍ୟାଳୟ ଅଛି ।

ଅନ୍ୟାନ୍ୟ

ସମ୍ପାଦନା

ପର୍ଯ୍ୟଟନ

ସମ୍ପାଦନା

ଏହି ଗାଆଁରେ ପୂରାତନ ଅମରେଶ୍ୱର ଶିବ ମନ୍ଦିରଜଗନ୍ନାଥ ମନ୍ଦିର, ଅଛି । ଏଠାରେ ପ୍ରତିବର୍ଷ ଶିବ ରାତ୍ରି ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

ଆହୁରି ଦେଖନ୍ତୁ

ସମ୍ପାଦନା