ଖଲ୍ଲିକୋଟ ବରିଡ଼ା
ଖଲ୍ଲିକୋଟ ବରିଡ଼ା ଗାଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୋଦଳା ଥାନା ଅଧୀନରେ ଥିବା ଏକ ଗାଆଁ ।
ଖଲ୍ଲିକୋଟ ବରିଡ଼ା | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଗଞ୍ଜାମ |
ପଞ୍ଚାୟତ ସମିତି | ବେଗୁନିଆପଡ଼ା |
ଗ୍ରାମ ପଞ୍ଚାୟତ | ଖଲ୍ଲିକୋଟ ବରିଡ଼ା |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୬୧ ୦୩୧[୧] |
Area code | +୦୬୮୧୦ |
ଯାନବାହାନ ପଞ୍ଚୀକରଣ | OR/07 |
ଗମନାଗମନ
ସମ୍ପାଦନାଏହା ବେଗୁନିଆପଡ଼ା ନିକଟରେ ଅବସ୍ଥିତ । ଏହା ଛତ୍ରପୁରଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ।
ବିଶେଷତା
ସମ୍ପାଦନାଏଠାରେ ଖରଖରି ନାମରେ ଏକ ଛୋଟ ନଈ ବହି ଯାଇଛି ।
ଶିକ୍ଷା
ସମ୍ପାଦନାବିଦ୍ୟାଳୟ
ସମ୍ପାଦନାଏହି ଗାଁରେ ଗୋଟିଏ ପ୍ରାଥମିକ, ଗୋଟିଏ ମାଧ୍ୟମିକ ଓ ଗୋଟିଏ ଉଚ୍ଚବିଦ୍ୟାଳୟ ଅଛି ।
ଅନ୍ୟାନ୍ୟ
ସମ୍ପାଦନାପର୍ଯ୍ୟଟନ
ସମ୍ପାଦନାଏହି ଗାଆଁରେ ପୂରାତନ ଅମରେଶ୍ୱର ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ଅଛି । ଏଠାରେ ପ୍ରତିବର୍ଷ ଶିବ ରାତ୍ରି ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନାଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |