ଖଲ୍ଲିକୋଟ ବରିଡ଼ା
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ଖଲ୍ଲିକୋଟ ବରିଡ଼ା | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଗଞ୍ଜାମ |
ପଞ୍ଚାୟତ ସମିତି | ବେଗୁନିଆପଡ଼ା |
ଗ୍ରାମ ପଞ୍ଚାୟତ | ଖଲ୍ଲିକୋଟ ବରିଡ଼ା |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୬୧ ୦୩୧[୧] |
Area code | +୦୬୮୧୦ |
ଯାନବାହାନ ପଞ୍ଚୀକରଣ | OR/07 |
ଖଲ୍ଲିକୋଟ ବରିଡ଼ା ଗାଁ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ କୋଦଳା ଥାନା ଅଧୀନରେ ଥିବା ଏକ ଗାଆଁ ।
ଗମନାଗମନ ସମ୍ପାଦନା
ଏହା ବେଗୁନିଆପଡ଼ା ନିକଟରେ ଅବସ୍ଥିତ । ଏହା ଛତ୍ରପୁରଠାରୁ ୭୦ କି.ମି. ଦୂରରେ ଅବସ୍ଥିତ ।
ବିଶେଷତା ସମ୍ପାଦନା
ଏଠାରେ ଖରଖରି ନାମରେ ଏକ ଛୋଟ ନଈ ବହି ଯାଇଛି ।
ଶିକ୍ଷା ସମ୍ପାଦନା
ବିଦ୍ୟାଳୟ ସମ୍ପାଦନା
ଏହି ଗାଁରେ ଗୋଟିଏ ପ୍ରାଥମିକ, ଗୋଟିଏ ମାଧ୍ୟମିକ ଓ ଗୋଟିଏ ଉଚ୍ଚବିଦ୍ୟାଳୟ ଅଛି ।
ଅନ୍ୟାନ୍ୟ ସମ୍ପାଦନା
ପର୍ଯ୍ୟଟନ ସମ୍ପାଦନା
ଏହି ଗାଆଁରେ ପୂରାତନ ଅମରେଶ୍ୱର ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିର, ଅଛି । ଏଠାରେ ପ୍ରତିବର୍ଷ ଶିବ ରାତ୍ରି ଓ ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଆହୁରି ଦେଖନ୍ତୁ ସମ୍ପାଦନା
ଆଧାର ସମ୍ପାଦନା
ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |