କୋଶିସ୍ ଫିଲ୍ମ
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
କୋଶିସ୍ (ହିନ୍ଦୀ : कोशिश, ଅନୁବାଦ Effort) 1972 ମସିହାରେ ନିର୍ମିତ ଏକ ହିନ୍ଦୀ ଫିଲ୍ମ । ଏଥିରେ ସଞ୍ଜିବ୍ କୁମାର ଓ ଜୟା ଭାଦୁରି ଅଭିନୟ କରିଥିଲେ ଓ ଗୁଲଜାର ଏହାର ନିର୍ଦ୍ଦେଶନା ଦେଇଥିଲେ ।
କୋଶିସ୍ | |
---|---|
ଫାଇଲ:KoshishFilmPoster.jpg | |
ନିର୍ଦ୍ଦେଶକ | Gulzar |
ପ୍ରଯୋଜକ | Romu N.Sippy Raj N.Sippy |
ସଂଳାପ | Gulzar |
କଳାକାର | Sanjeev Kumar Jaya Bhaduri |
ସଙ୍ଗୀତ | Madan Mohan |
ଚିତ୍ରଗ୍ରହଣ | K. Vaikunth |
ସମ୍ପାଦକ | Waman B. Bhosle Gurudutt Shirali |
ମୁକ୍ତିଲାଭ ତାରିଖ | December 1, 1972 |
କଥାଚିତ୍ରର ସମୟ | 125 min |
ଦେଶ | India |
ଭାଷା | Hindi |
ଭାରତୀୟ ଫିଲ୍ମ ଇତିହାସରେ " କୋଶିସ୍ "କୁ ଏକ ଅନବଦ୍ୟ ଫିଲ୍ମର ମାନ୍ୟତା ଦିଆ ଯାଇଥାଏ । ଏହାର ନାୟକା ଓ ନାୟିକା ସଂଜୀବ କୁମାର ଓ ଜାୟା ଭାଦୁରି ଏକ ମୁକ ଓ ବଧିର ଦମ୍ପତିର ଭୂମିକା ଅତି ପ୍ରକୃତିକ ଭାବରେ ଅଭିନୟ କରିଥିଲେ ଓ କାହାଣୀ ମଧ୍ୟ ଅତି ସଂବେଦନଶୀଳ ଥିଲା । ଉଭୟ ପଟି ଓ ପତ୍ନୀ ମୁକ ବଧିର ହେଲେ ମଧ୍ୟ ସଂଶରର ସବୁ ଅସୁବିଧା, ଦ୍ୱନ୍ଦ , ହତାଶାକୁ ସାମ୍ନା କରି ସେମାନେ କେବଳ ଆଶା ଓ ଦୃଢ଼ ଆତ୍ମବିଶ୍ୱାସଦ୍ୱାରା ସଫଳ ହେଇଥିଲେ ।
ସଂକ୍ଷିପ୍ତ କାହାଣୀ
ସମ୍ପାଦନାଅସାଧାରଣ ପରିସ୍ଥିତିରେ ଅନାସହାନୁଭୂତି ଶୀଳ ସମାଜରେ କିଭଳି ଭାବରେ ସମ୍ମାନର ସହିତ ମଧ୍ୟ ବଞ୍ଚି ହେବ , ଏହି ଫିଲ୍ମର ମୁଖ୍ୟ ସମ୍ବାଦ ଥିଲା । ହଋ ( ସଂଜୀବ କୁମାର ) ଓ ଆରତୀ ( ଜାୟା ଭାଦୁରି ) ଉଭୟ ମୁକ ଓ ବଧିର । ପରିଚୟ ହେଲା ପରେ ତାଙ୍କ ଭିତରେ ପ୍ରେମ ସମ୍ପର୍କ ପ୍ରସ୍ଫୁତିତ ହେଇଥିଲା ଓ ସେମାନେ ବିବାହ ବନ୍ଧନରେ ବାନ୍ଧି ଜୀବନ ବିତେଇବାକୁ ବାହାରିଲେ । କେବଳ ଆଶା , ବିଶ୍ୱାସ ଓ ଅନ୍ଧ ଥିବା ବୃଦ୍ଧ ନାରାୟଣ ( ଓଁ ପ୍ରକାଶ )ଙ୍କ ସହାୟତାରେ ସେମାନେ ସବୁ ଅସୁବିଧା ସତ୍ତ୍ୱେ ଜୀବନ ଯାପନ କାଲେ । ତାଙ୍କର ପ୍ରଥମ ଶିଶୁ ପୁତ୍ର , କାନୁ ( ଆରତୀଙ୍କ ଭାଇ )ଙ୍କ ଲୋଭ ପାଇଁ ଅକାଳ ମୃତ୍ୟୁ ତାଙ୍କ ଦୁହିଙ୍କ ଜୀବନରେ ଅଶେଷ ଦୁଖ ଆଣିଦେଇଥିଲା । ତେବେ ତଥାପି ହତାଶ ନ ହେଇ ସେମାନେ ଜୀବନ ସଂଗ୍ରାମରେ ଆଗେଇ ଚାଲି ଥିଲେ ଓ ସାଧାରଣ ପଟି ପତ୍ନୀଙ୍କ ପରି ସଫଳ ଜୀବନ ବିତେଇବାରେ ସଫଳ ହେଇଥିଲେ । ।
ଅଭିନୟ
ସମ୍ପାଦନା- ସଂଜୀବ କୁମାର , ମୁକ ବଧିର ମୁଖ୍ୟ ଚରିତ୍ର ରେ
- ଜୟା ଭାଦୁରି ,ମିକ ବଧିର ପତ୍ନୀ ଭୂମିକାରେ
- ଓମ ଶିବପୁରୀ , ଅନ୍ଧ କକା ଭୂମିକାରେ
- ସୀମା କପୁର, ଶିକ୍ଷୟତ୍ରୀ ଭୂମିକାରେ
- ଆଶ୍ରାନୀ , ଆରତୀଙ୍କ ଦୁଷ୍ଟ ଭାଇ ହିସାବରେ
- ଦିନା ପାଠକ , ଆରତୀଙ୍କ ମା ଭୂମିକାରେ
ସଙ୍ଗୀତ
ସମ୍ପାଦନା{{Track listing
|extra_column=ଗାୟକ
|title1=ସୋଜା ବାବା ମେରେ
|extra1=ମହମ୍ମଦ ରଫି
|title2= ହମସେ ହେ ୱତନ ହମାରା
|extra2=[[ସୁଷୁମ୍ନା ଶ୍ରେଷ୍ଠା]]
}}
ପୁରସ୍କାର ଓ ମନୋନୟନ
ସମ୍ପାଦନାବର୍ଷ | ପୁରସ୍କାର | ବିଭାଗ | ପ୍ରାପ୍ତକରତା | ପରିଣାମ |
---|---|---|---|---|
୧୯୭୩ | ଜାତୀୟ ଫିଲ୍ମ ପୁରସ୍କାର | ଶ୍ରେଷ୍ଠ ଚିତ୍ରନାଟ୍ୟ | ଗୁଲଜାର | ଛାଞ୍ଚ:ବିଜୟୀ |
୧୯୭୪ | ଜାତୀୟ ଫିଲ୍ମ ପୁରସ୍କାର | ଶ୍ରେଷ୍ଠ ଅଭିନେତା | ସଂଜୀବ କୁମାର | ଛାଞ୍ଚ:ବିଜୟୀ |
୧୯୭୪ | ଫିଲ୍ମଫେୟାର ପୁରସ୍କାର | ଶ୍ରେଷ୍ଠ ଅଭିନେତା | ସଂଜୀବ କୁମାର | ଛାଞ୍ଚ:ମନୋନୀତ |
୧୯୭୪ | ଫିଲ୍ମଫେୟାର ପୁରସ୍କାର | ଶ୍ରେଷ୍ଠ ଅଭିନେତ୍ରୀ | ଜାୟା ଭାଦୁରି | ଛାଞ୍ଚ:ମନୋନୀତ
ଆଧାରସମ୍ପାଦନାବାହାର ଆଧାରସମ୍ପାଦନା
|