କେଶାପାଲି
କେଶାପାଲି ହେଉଛି ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଯୁଯୁମୁରା ବ୍ଲକର ଏକ ଗ୍ରାମ । ଏହା କେଶାପାଲି ଗ୍ରାମପଞ୍ଚାୟତ ଅଧୀନରେ ପରିଚାଳିତ ହୁଏ ଏବଂ ଯୁଯୁମୁରା ତହସିଲ ଅଧିନରେ ଆସିଥାଏ । ଏହା ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଏକ ବୁଥ ଅଟେ ।[୪] ୨୦୧୧ ଜନଗଣନା ଅନୁସାରେ ଏହି ଗ୍ରାମର ଜନସଂଖ୍ୟା ହେଉଛି ୮୩୨ । ଗୋବର୍ଦ୍ଧନ ପୂଜା ହେଉଛି ଏହି ଗ୍ରାମର ପ୍ରସିଦ୍ଧ ପର୍ବ ।
କେଶାପାଲି | |
---|---|
ଗ୍ରାମ | |
କେଶାପାଲି | |
Coordinates: 21°12′31″N 84°01′18″E / 21.2084896°N 84.0216448°E | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ସମ୍ବଲପୁର |
ତହସିଲ | ଯୁଯୁମୁରା |
Government | |
• Type | ପଞ୍ଚାୟତିରାଜ |
• Body | ଗ୍ରାମପଞ୍ଚାୟତ |
• ସରପଞ୍ଚ | ରିତାଞ୍ଜଳୀ ନାଏକ [୨] [୩] |
Population (୨୦୧୧) | |
• Total | ୮୩୨ [୧] |
ଭାଷା | |
• ସରକାରୀ | ଓଡ଼ିଆ |
• ଅନ୍ୟ ଭାଷା | ସମ୍ବଲପୁରୀ |
Time zone | UTC+5:30 (IST) |
ଡାକ କୋଡ | ୭୬୮୧୦୫ |
Website | odisha |
ସରକାରୀ କାର୍ଯ୍ୟାଳୟ
ସମ୍ପାଦନାଶିକ୍ଷା
ସମ୍ପାଦନାପର୍ବ ପର୍ବାଣି
ସମ୍ପାଦନାଗୋବର୍ଦ୍ଧନ ପୂଜା ହେଉଛି ଗାଁର ମୁଖ୍ୟ ପର୍ବ । ପ୍ରତିବର୍ଷ ଏହି ପୂଜା କରାଯାଏ । ନୂଆଖାଇ ହେଉଛି ଗାଁର ଅନ୍ୟ ଏକ ଗଣପର୍ବ । ନୂଆଖାଇ ଅବସରରେ ଗାଁର ଗିରିଗୋବର୍ଦ୍ଧନ ଯୁବକ ସଂଘ ତରଫରୁ ପ୍ରତିବର୍ଷ ନୂଆଖାଇରେ ନୂଆଖାଇ ଭେଟ୍ ଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଗାଁର ଶିବ ମନ୍ଦିରରେ ପ୍ରତି ମାସ ସଂକ୍ରାନ୍ତିରେ ପୂଜା ହୋଇଥାଏ । ଆଉ ଅନ୍ୟ ପର୍ବ ଗୁଡ଼ିକ ହେଲା କାଦୋପୂଜା, ଜନ୍ମାଷ୍ଟମୀ, ଶିବରାତ୍ରି, ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ, ଇତ୍ୟାଦି ।
ଗ୍ୟାଲେରି
ସମ୍ପାଦନା-
Keshapali govardhan parvat
-
Keshapali Evening View
ଆଧାର
ସମ୍ପାଦନା- ↑ "Census of India: Search Details". www.censusindia.gov.in. Retrieved 2019-09-06.
- ↑ "ଆର୍କାଇଭ୍ କପି". Archived from the original on 2020-06-13. Retrieved 2020-08-04.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି" (PDF). Archived from the original (PDF) on 2017-11-18. Retrieved 2020-08-04.
{{cite web}}
: Cite has empty unknown parameter:|1=
(help) - ↑ https://www.elections.in/orissa/polling-booth/rairakhol.html
- ↑ "ଆର୍କାଇଭ୍ କପି". Archived from the original on 2018-04-24. Retrieved 2020-08-04.
{{cite web}}
: Cite has empty unknown parameter:|1=
(help) - ↑ https://www.postoffices.co.in/odisha-or-od-orissa/keshapali-jujumura-05-sambalpur/
- ↑ http://www.revenueodisha.gov.in/?q=node/310[permanent dead link]
- ↑ https://www.tabletwise.com/hospitals/health-centers-in-jujumara-sambalpur-odisha[permanent dead link]
- ↑ http://gopabandhuacademy.gov.in/sites/default/files/gazetter/Sambalpur_Gazetteer.pdf
- ↑ https://schools.org.in/sambalpur/21030601901/keshapali-ps.html
- ↑ http://evidyalaya.mkcl.org/evidyalaya/Monitoring_Evidyalaya/pendingCaptureSchools?districtId=7a46b751-e461-4a84-bdf5-51c693430fed&year=2019&month=9[permanent dead link]