କେଦାର ଗୌରୀ

୧୯୫୪ର ଓଡ଼ିଆ କଥାଚିତ୍ର
(କେଦାର ଗୌରିରୁ ଲେଉଟି ଆସିଛି)

କେଦାର ଗୌରୀ ୧୯୫୪ମସିହାରେ[] ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ନିତାଇ ପାଲିତ[]ମନୋରଞ୍ଜନ ଦାସଙ୍କ ଯୌଥ ନିର୍ଦ୍ଦେଶନାରେ[] ତିଆରି ହେଇଥିଲା ।[]

କେଦାର ଗୌରୀ
ନିର୍ଦ୍ଦେଶକନିତାଇ ପାଲିତ
ପ୍ରଯୋଜକଧୀର ବିଶ୍ୱାଳ, ମନୋରଞ୍ଜନ ଦାସ
ସଂଳାପମନୋରଞ୍ଜନ ଦାସ
ଚିତ୍ରନାଟ୍ୟମନୋରଞ୍ଜନ ଦାସ
କାହାଣୀମନୋରଞ୍ଜନ ଦାସ
କଳାକାରବୀଣା, କିଶୋରୀ ଦେବୀ, ଗୌର ଘୋଷ, ଲକ୍ଷ୍ମୀ, ଗ୍ଲୋରିଆ ମହାନ୍ତି
ସଙ୍ଗୀତବାଳକୃଷ୍ଣ ଦାସ
ମୁକ୍ତିଲାଭ ତାରିଖ
୧୯୫୪
ଦେଶଭାରତ
ଭାଷାଓଡ଼ିଆ

ଅଭିନୟରେ

ସମ୍ପାଦନା

ଓଡ଼ିଆକଥାଚିତ୍ର ‘କେଦାର ଗୌରୀ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଗୀତ ଓ ସଙ୍ଗୀତ

ସମ୍ପାଦନା
  1. T. M. Ramachandran; S. Rukmini (1 January 1985). 70 Years of Indian Cinema, 1913-1983. CINEMA India-International. ISBN 978-0-86132-090-5.
  2. Ashish Rajadhyaksha; Paul Willemen (10 July 2014). Encyclopedia of Indian Cinema. Taylor & Francis. pp. 1–. ISBN 978-1-135-94325-7.
  3. "ଆର୍କାଇଭ୍ କପି". Archived from the original on 2013-03-07. Retrieved 2016-03-29. {{cite web}}: Cite has empty unknown parameter: |1= (help)
  4. "Kedar Gouri Movie | Oriya Film Director, Star Cast, Release, Music". incredibleorissa.com. 2012. Archived from the original on 6 January 2013. Retrieved 14 June 2012. Year : 1954, Director : Nitai Palit
  5. "ଓଡ଼ିଆ ଫିଲ୍ମର ସୁଦାମା ଚାଲିଗଲେ". ନଜର୍ (ନିତିଦିନ). Archived from the original on 2020-10-14. Retrieved 22 August 2016. {{cite news}}: |first= missing |last= (help)
  6. Thought. Siddharta Publications. 1956.

ବାହାର ଆଧାର

ସମ୍ପାଦନା