କୃଷ୍ଣ ଚନ୍ଦ୍ର ପଣ୍ଡା

ଓଡ଼ିଆ ରାଜନୀତିଜ୍ଞ

କୃଷ୍ଣ ଚନ୍ଦ୍ର ପଣ୍ଡା (୪ ଅକ୍ଟୋବର ୧୯୧୬ - ୨୩ ମାର୍ଚ୍ଚ ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସଇଁତଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

କୃଷ୍ଣ ଚନ୍ଦ୍ର ପଣ୍ଡା
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୭୭
ପୂର୍ବ ଅଧିକାରୀସୁବାସ ଚନ୍ଦ୍ର ବାଗ
ପର ଅଧିକାରୀରମେଶ ଚନ୍ଦ୍ର ସିଂହ ଭୋଇ
ନିର୍ବାଚନ ମଣ୍ଡଳୀସଇଁତଳା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1916-10-04)୪ ଅକ୍ଟୋବର ୧୯୧୬
ମୃତ୍ୟୁ୨୩ ମାର୍ଚ୍ଚ ୨୦୦୩(2003-03-23) (ବୟସ ୮୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀସରୋଜିନୀ ପଣ୍ଡା
ବାପା/ବୋଉସତ୍ୟାନନ୍ଦ ପଣ୍ଡା (ବାପା‌)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

କୃଷ୍ଣ ଚନ୍ଦ୍ର ପଣ୍ଡା ୧୯୧୬ ମସିହାର ଅକ୍ଟୋବର ୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ସତ୍ୟାନନ୍ଦ ପଣ୍ଡା ଏବଂ ପତ୍ନୀଙ୍କ ନାମ ସରୋଜିନୀ ପଣ୍ଡା।[୧]

ରାଜନୈତିକ ଜୀବନ ସମ୍ପାଦନା

କୃଷ୍ଣ ଚନ୍ଦ୍ର ପଣ୍ଡା ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

କୃଷ୍ଣ ଚନ୍ଦ୍ର ପଣ୍ଡା ୨୦୦୩ ମସିହାର ମାର୍ଚ୍ଚ ୨୩ ତାରିଖରେ ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Krushna Chandra Panda". odishaassembly.nic.in. Odisha Assembly. Retrieved 19 October 2021.