କୁଶଭଦ୍ରା ନଦୀ
ଭାରତର ଏକ ନଦୀ
କୁଶଭଦ୍ରା ନଦୀ, ମହାନଦୀର ଶାଖା ନଦୀଗୁଡ଼ିକର ଜାଲ ମଧ୍ୟରୁ ଏକ ନଦୀ ଅଟେ । ବାଲିଅନ୍ତାଠାରେ କୁଆଖାଇ ନଦୀର ଏକ ଶାଖା ନଦୀ କୁଶଭଦ୍ରା ନଦୀର ରୂପ ନେଇଥାଏ । ନିମାପଡ଼ା ଏବଂ ଗୋପ ଦେଇ ଏହି ନଦୀ ୭୦-୧୦୦ କିଲୋମିଟର ଅତିକ୍ରମ କଲାପରେ ରାମଚଣ୍ଡୀ ମନ୍ଦିର ପାଖରେ ବଙ୍ଗୋପସାଗରରେ ଯାଇ ମିଶିଛି । ଏହି ମୁହାଣଟି ପୁରୀଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ଅବସ୍ଥିତ । [୧][୨]
କୁଶଭଦ୍ରା ନଦୀ | |
ନଦୀ | |
ଦେଶ | ଭାରତ |
---|---|
Parts | ଓଡ଼ିଶା |
Administrative areas |
ଖୋର୍ଦ୍ଧା, ପୁରୀ ଜିଲ୍ଲା |
Tributaries | |
- right | ଧନୁଆ ନଦୀ |
Cities | ବାଲିଅନ୍ତା, ନିମାପଡ଼ା, ଗୋପ |
Source | |
- location | ବାଲିଅନ୍ତା, ଖୋର୍ଦ୍ଧା, ଓଡ଼ିଶା, ଭାରତ |
Mouth | |
- location | ରାମଚଣ୍ଡୀ ମନ୍ଦିର, ପୁରୀ, ତ୍ରିକୋଣଭୂମୀ, ଓଡ଼ିଶା, ଭାରତ |
- elevation | ୦ m (୦ ft) |
Length | ୭୦−୧୦୦ km (୮ mi) |
ଧନୁଆ ନଦୀ ଏହାର ଏକ ଉପନଦୀ ଅଟେ ।