କୁଞ୍ଜ ବିହାରୀ ନାଏକ

ଓଡ଼ିଆ ରାଜନୀତିଜ୍ଞ

କୁଞ୍ଜ ବିହାରୀ ନାଏକ (୧ ଜାନୁଆରୀ ୧୯୪୧ - ୨୫ ଜୁନ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୫ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

କୁଞ୍ଜ ବିହାରୀ ନାଏକ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀସରସ୍ୱତୀ ପ୍ରଧାନ
ପର ଅଧିକାରୀମୋହନ ନାଗ
ନିର୍ବାଚନ ମଣ୍ଡଳୀଭଟଲୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1941-01-01)୧ ଜାନୁଆରୀ ୧୯୪୧
ମୃତ୍ୟୁ୨୫ ଜୁନ ୨୦୦୦(2000-06-25) (ବୟସ ୫୯)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀପ୍ରେମଶିଲା ନାଏକ
ବାପା/ବୋଉଉଦେକର ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

କୁଞ୍ଜ ବିହାରୀ ନାଏକ ୧୯୪୧ ମସିହାର ଜାନୁଆରୀ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉଦେକର ନାଏକ ଓ ତାଙ୍କ ପତ୍ନୀଙ୍କ ନାମ ପ୍ରେମଶିଲା ନାଏକ ।[୧]

ରାଜନୈତିକ ଜୀବନ ସମ୍ପାଦନା

କୁଞ୍ଜ ବିହାରୀ ନାଏକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ ସମ୍ପାଦନା

କୁଞ୍ଜ ବିହାରୀ ନାଏକ ୨୦୦୦ ମସିହାର ଜୁନ ୨୫ ତାରିଖରେ ୫୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "Shri Kunja Bihari Naik". odishaassembly.nic.in. Odisha Assembly. Retrieved 1 August 2021.