ସର୍ବସାଧାରଣ
ଓଡ଼ିଆ ଖବର କାଗଜ
ସର୍ବସାଧାରଣ ଦୈନିକ ପ୍ରକାଶିତ ହେଉଥିବା ଏକ ଓଡ଼ିଆ ଖବରକାଗଜ । ପ୍ରତିଦିନ ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ଜୟପୁର, ପୁରୀ, ରାଉରକେଲା ଏବଂ ସମ୍ବଲପୁରରୁ ସର୍ବସାଧାରଣ ଖବରକାଗଜ ପ୍ରକାଶିତ ହେଉଛି ।
Publisher | ସତ୍ୟ ପ୍ରିୟ ଜୟସଂହ |
---|---|
Editor | ହରପ୍ରସାଦ ପରିଚ୍ଛା ପଟ୍ଟନାୟକ |
News editor | ଗଣେଶ ପ୍ରସାଦ ନାୟକ |
Language | ଓଡ଼ିଆ |
Headquarters | ଭୁବନେଶ୍ୱର |
Sister newspapers | ଶିଶିର |
Website | www.sarbasadharana.com |