ସର୍ବସାଧାରଣ

ଓଡ଼ିଆ ଖବର କାଗଜ

ସର୍ବସାଧାରଣ ଦୈନିକ ପ୍ରକାଶିତ ହେଉଥିବା ଏକ ଓଡ଼ିଆ ଖବରକାଗଜ । ପ୍ରତିଦିନ ଅନୁଗୁଳ, ବାଲେଶ୍ୱର, ଭୁବନେଶ୍ୱର, କଟକ, ଜୟପୁର, ପୁରୀ, ରାଉରକେଲା ଏବଂ ସମ୍ବଲପୁରରୁ ସର୍ବସାଧାରଣ ଖବରକାଗଜ ପ୍ରକାଶିତ ହେଉଛି ।

ସର୍ବସାଧାରଣ
ପ୍ରକାଶକସତ୍ୟ ପ୍ରିୟ ଜୟସଂହ
ସମ୍ପାଦକହରପ୍ରସାଦ ପରିଚ୍ଛା ପଟ୍ଟନାୟକ
ଖବର ସମ୍ପାଦକଗଣେଶ ପ୍ରସାଦ ନାୟକ
ଭାଷାଓଡ଼ିଆ
ମୁଖ୍ୟାଳୟଭୁବନେଶ୍ୱର
ସହ-ଖବର କାଗଜଶିଶିର
ୱେବସାଇଟwww.sarbasadharana.com

ବାହାର ଆଧାରସମ୍ପାଦନ କରନ୍ତୁ