କିଛି ଖଟା କିଛି ମିଠା
୨୦୧୧ର ଓଡ଼ିଆ କଥାଚିତ୍ର
ଜେମସ ଆନ୍ଥୋନୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର କିଛି ଖଟା କିଛି ମିଠା ୨୦୧୧ ମସିହାରେ ମୁକ୍ତିଲାଭ କରିଥିଲା । [୨]
କିଛି ଖଟା କିଛି ମିଠା | |
---|---|
ନିର୍ଦ୍ଦେଶକ | ଜେମସ ଆନ୍ଥୋନୀ |
ପ୍ରଯୋଜକ | ପୁପିନ୍ଦର ସିଂହ |
ସଂଳାପ | (ସଂଳାପ): |
କଳାକାର | ପୁପିନ୍ଦର ସିଂହ, ଗୁନ୍ଗୁନ୍, ଅଜିତ ଦାସ, ନମିତା ମିଶ୍ର, ମୁନ୍ନା ଖାଁ |
ସଙ୍ଗୀତ | ଅଭିଜିତ ମଜୁମଦାର |
ମୁକ୍ତିଲାଭ ତାରିଖ | ନଭେମ୍ବର ୨୦୧୧[୧] |
ଦେଶ | ![]() |
ଭାଷା | ଓଡ଼ିଆ |
ଅଭିନୟରେସମ୍ପାଦନ କରନ୍ତୁ
ଓଡ଼ିଆ କଥାଚିତ୍ର ‘କିଛି ଖଟା କିଛି ମିଠା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
- ପୁପିନ୍ଦର ସିଂହ[୩][୪]
- ଗୁନ୍ଗୁନ୍
- ଅଜିତ ଦାସ
- ନମିତା ମିଶ୍ର
- ମୁନ୍ନା ଖାଁ
- ଜୀବନ ପଣ୍ଡା
- ସୁମନ
- ମଧୁମିତା
- ପ୍ରତିଭା ପଣ୍ଡା[୫]
- ସରୋଜ ଦାସ
- ପୂଜା ଥାପ୍ପା
ଟୀକାସମ୍ପାଦନ କରନ୍ତୁ
- ↑ http://www.orissadiary.com/ShowEntertainmentNews.asp?id=31591
- ↑ incredibleorissa.comରେ କିଛି ଖଟା କିଛି ମିଠା
- ↑ "ଏ ବର୍ଷ ଫେରିବେ ଏହି ଓଲିଉଡ ନାୟକ !". sambad.in. 5 March 2018. Retrieved 10 April 2018.
- ↑ "ଏ ବର୍ଷ ବଡ଼ ପରଦାରେ ଦେଖାଯାଇ ନାହାନ୍ତି ପୁପିନ୍ଦର, ଜାଣନ୍ତୁ କାହିଁକି?". sambad.in. 23 December 2017. Retrieved 10 April 2018.
- ↑ http://www.thesundayindian.com/or/story/film-is-readybut-where-is-the-cinema-hall/45/1309/
ବାହାର ଆଧାରସମ୍ପାଦନ କରନ୍ତୁ
- ଇଣ୍ଟରନେଟ ମୁଭି ଡାଟାବେସରେ କିଛି ଖଟା କିଛି ମିଠା