କନିକା ରାଜବାଟି ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ରାଜକନିକା ବ୍ଲକରେ ଅବସ୍ଥିତ ଏକ ରାଜପ୍ରାସାଦ ।[୧] ଏହା ରାଜେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କଦ୍ୱାରା ନିର୍ମିତ ହୋଇଥିଲା । ଏଠାରେ ବିଶ୍ୱର ସବୁଠୁ ବଡ଼ କୁମ୍ଭୀରର ଖପୁରୀ ସଂଗ୍ରହ କରି ରଖାଯାଇଛି । [୨]ଏହା ଅତ୍ଯନ୍ତ ମନୋହର ଅଟେ। ଏଠାରେ ପ୍ରତିବର୍ଷ ଦୋଳ ପୂର୍ଣ୍ଣିମା ଅବସରରେ କନିକା ରାଜା ଆସି ଥାଆନ୍ତି ଏବଂ ଗ୍ରାମବାସୀଙ୍କ ସହିତ ହୋଲି ମଧ୍ୟ ଖେଳିଥାନ୍ତି ।

ଆଧାର ସମ୍ପାଦନା

  1. Tour, Odisha (2020-11-18). "Rajkanika Palace, Kanika Rajbati, Kendrapara". Odisha Tour (in ଆମେରିକୀୟ ଇଂରାଜୀ). Retrieved 2024-01-23.
  2. "Kanika Palace", Wikipedia (in ଇଂରାଜୀ), 2023-02-15, retrieved 2024-01-23