କଦଳୀ
(କଦଳୀ ଗଛରୁ ଲେଉଟି ଆସିଛି)
କଦଳୀ ହେଉଛି ଏକ ଲମ୍ବାଳିଆ ଖଦ୍ଯୋପଯୋଗୀ ଫଳ, ଉଦ୍ଭିଦବିଜ୍ଞାନ ଅନୁସାରେ ଏକ କୋଳି ।[୧][୨] ଏଗୁଡିକ ମୁସା ପ୍ରଜାତିର ବଡ଼ବଡ଼ ଗୁଳ୍ମଜାତୀୟ ଉଦ୍ଭିଦମାନଙ୍କର ଫଳ ।[୩] ଫଳଟି ବିଭିନ୍ନ ରଙ୍ଗ ଏବଂ ଆକାରର କିନ୍ତୁ ସାଧାରଣତଃ ଲମ୍ବା, ବଙ୍କା ଏବଂ ଶର୍କରାରେ ପୂର୍ଣ୍ଣ ମାଂସ ଯୁକ୍ତ ହୋଇଥାଏ, ଯାହା ଏକ ସବୁଜ କିମ୍ବା ହଳଦିଆ ଚୋପାଦ୍ୱାରା ଘୋଡାଇ ହୋଇ ରହିଥାଏ । କଦଳୀ, ଗଛର ଉପରପଟୁ ଏକତ୍ର ଫଳିଥାଏ । ବର୍ତ୍ତମାନର ପ୍ରାୟ ସମସ୍ତ ମଞ୍ଜି-ବିହୀନ କଦଳୀ ଦୁଇଟି ବନ୍ଯ ପ୍ରଜାତିଠାରୁ ଆସିଥାଏ - ମୁସା ଆକୁମିନାଟା, ଏବଂ ମୁସା ବାଲ୍ୱିସିଆନା।
କଦଳୀ |
---|
ଛଡ଼ା ଯାଇଥିବା କଦଳୀ(ବିଭିନ୍ନ ଦିଗରୁ) |
ଜନ୍ମ |
ଦକ୍ଷିଣ-ପୂର୍ବ ଏସିଆ, ଦକ୍ଷିଣ ଏସିଆ |
କଦଳୀ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ଏକବୀଜପତ୍ରୀ |
ଗୋଷ୍ଠୀ: | କମେଲିନିଡ |
ବଂଶ: | ମୁସାସି |
ପ୍ରଜାତି: | ମୁସା(ପ୍ରଜାତି) |
ମୁସା ଜାତିଗୁଡ଼ିକ ଇଣ୍ଡୋମଳୟ ଏବଂ ଅଷ୍ଟ୍ରେଲାସିଆରେ ଉତ୍ପନ୍ନ ହୋଇଥିଲେ । ଏଗୁଡ଼ିକ ପ୍ରଥମେ ନ୍ଯୁ ଗ୍ୱିନିରେ ଚାଷ କରାଯାଇଥିଲା ବୋଲି ବିଶ୍ୱାସ କରାଯାଏ ।[୪][୫]
ଐତିହାସିକ କଦଳୀ ଚାଷ
ସମ୍ପାଦନାପ୍ରାଥମିକ ଚାଷ
ସମ୍ପାଦନାନ୍ଯୁଗ୍ୱିନିରେ ସର୍ବପ୍ରଥମେ ବଣରେ ମିଳୁଥିବା ମୁସା ଆକୁମିନାଟା ବାଙ୍କସିର ମଞ୍ଜି-ବିହୀନ କେତେକ ଉପଜାତିକୁ ଚାଷ କରାଯାଇଥିବ ବୋଲି କଳ୍ପନା କରାଯାଏ । ପପୁଆଙ୍କଦ୍ୱାରା ଏହା ଚାଷିତ ହେଉଥିଲା ।
ଆଧାର
ସମ୍ପାଦନା- ↑ Armstrong, Wayne P. "Identification Of Major Fruit Types". Wayne's Word: An On-Line Textbook of Natural History. Archived from the original on November 20, 2011. Retrieved August 17, 2013.
- ↑ Banana from 'Fruits of Warm Climates' by Julia Morton". Hort.purdue.edu. Archived from the original on April 15, 2009. Retrieved April 16, 2009.
- ↑ Banana". Merriam-Webster Online Dictionary. Archived from the original on March 9, 2013. Retrieved January 4, 2013.
- ↑ Tracing antiquity of banana cultivation in Papua New Guinea". The Australia & Pacific Science Foundation. Archived from the original on August 29, 2007. Retrieved September 18, 2007.
- ↑ Nelson, Ploetz & Kepler 2006.