ଏକବୀଜପତ୍ରୀ
ଗହମ - ଏକ ଅର୍ଥନୈତିକ ମହତ୍ବପୂର୍ଣ୍ଣ ଏକବୀଜପତ୍ରୀ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ଉଦ୍ଭିଦ ସାମ୍ରାଜ୍ୟ
ଗୋଷ୍ଠୀ: ଟ୍ରାକିଓଫାଇଟା
ଗୋଷ୍ଠୀ: ସ୍ପର୍ମାଟୋଫାଇଟା
ଗୋଷ୍ଠୀ: ଆବୃତବୀଜୀ
ଗୋଷ୍ଠୀ: ଏକବୀଜପତ୍ରୀ
Type genus
Lilium
ଗଣ
Synonyms

ଏକବୀଜପତ୍ରୀ ଉଦ୍ଭିଦମାନଙ୍କର ମଞ୍ଜିରେ କେବଳ ଗୋଟିଏ ବୀଜପତ୍ର ରହିଥାଏ । ଏଗୁଡ଼ିକ ସାଧାରଣତଃ ଆବୃତବୀଜୀ ସପୁଷ୍ପକ ଉଦ୍ଭିଦ । ଏକବୀଜପତ୍ରୀର ଉଦାହରଣ - ଧାନ, ଗହମ, ମକା, ବାଜରା, ଆଖୁ, ବାଉଁଶ, ନଡିଆ, ପିଆଜ, ସବାଇଘାସ ଇତ୍ୟାଦି l

୨୦୦୯ ମସିହାର ଏପିଜି ୩ ପ୍ରଣାଳୀରେ ଏକବୀଜପତ୍ରୀକୁ ଏକ ବିଭାଗ ବୋଲି ସ୍ୱୀକାର କରାଯାଇଛି କିନ୍ତୁ କୌଣସି ସ୍ତର ଦିଆଯାଇ ନାହିଁ । ଏକବୀଜପତ୍ରୀ ବିଭାଗରେ ପ୍ରାୟ ୬୦,୦୦୦ରୁ ଉର୍ଦ୍ଧ୍ୱ ଜାତିର ଉଦ୍ଭିଦ ରହିଛନ୍ତି । ଜାତିସଂଖ୍ୟା ଦୃଷ୍ଟିରୁ ଓର୍କିଡାସି କୁଳ ସର୍ବବୃହତ । ଏହି କୁଳରେ ପ୍ରାୟ ୨୦,୦୦୦ରୁ ଉର୍ଦ୍ଧ୍ବ ଜାତି ରହିଛି । ଏହାର ପ୍ରାୟ ଅଧା ଜାତିର ଉଦ୍ଭିଦ ପୋଆସି କୁଳରେ ଅଛନ୍ତି ।

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ Cronquist, Takhtajan & Zimmermann 1966.
  2. ବେସେଏ ୧୯୧୫.
  3. de Candolle ୧୮୧୯.
  4. ଆଧାର ଭୁଲ: ଅଚଳ <ref> ଚିହ୍ନ; Tropiclilianae ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  5. ୫.୦ ୫.୧ Takhtajan 1966.
  6. Takhtajan 1964.
  7. ଆଧାର ଭୁଲ: ଅଚଳ <ref> ଚିହ୍ନ; Tropicliliidae ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  8. Thorne 1992a.
  9. ଆଧାର ଭୁଲ: ଅଚଳ <ref> ଚିହ୍ନ; Tropiclilio ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  10. Eichler 1886.
  11. ଆଧାର ଭୁଲ: ଅଚଳ <ref> ଚିହ୍ନ; Tropicmono ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  12. de Candolle 1818–1821.


ଆଧାର ଭୁଲ: <ref> ଟ୍ୟାଗସବୁ କେବଳ "lower-alpha" ନାମକ ଦଳ ପାଇଁ ରହିଥିଲେ ହେଁ କୌଣସି ସମ୍ବନ୍ଧିତ <references group="lower-alpha"/> ଟ୍ୟାଗ ମିଳିଲା ନାହିଁ କିମ୍ବା </ref> ବନ୍ଦ କରିବା ଟ୍ୟାଗଟି ନାହିଁ ।