କଇଁସାରି ଗାଁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ ଅନ୍ତର୍ଗତ ଏକ ଗାଆଁ । ଏହି ଗାଆଁଟି ଉଦଳାବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ।

କଇଁସାରି
ଗାଁ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଜିଲ୍ଲା ନାମ
ପଞ୍ଚାୟତ ସମିତିଖଲାଡ଼ି
ଗ୍ରାମ ପଞ୍ଚାୟତକଇଁସାରି
ତହସିଲଉଦଳା
ସମୟ ମଣ୍ଡଳIST (+୫.୩୦)
ପିନ କୋଡ଼
୭୫୭୦୪୧[୧]
ଏସଟିଡି କୋଡ଼+୦୬୭୯୫
ଗାଡ଼ି ପଞ୍ଜିକରଣOD/୧୧

ଗମନାଗମନସମ୍ପାଦନ କରନ୍ତୁ

ଏହା ଜିଲ୍ଲାର ସଦର ମହକୁମା ବାରିପଦା ଠାରୁ ୪୧ କି.ମି. ଦୂରରେ ଅବସ୍ଥିତ ।

ଶିକ୍ଷାସମ୍ପାଦନ କରନ୍ତୁ

ଏଠାରେ କଇଁସାରି ନୋଡ଼ାଲ ବିଦ୍ୟାଳୟ ଅଛି ।

ସଂସ୍କୃତିସମ୍ପାଦନ କରନ୍ତୁ

ଏହି ଗାଆଁ ମଧ୍ୟରେ ଜଗନ୍ନାଥ ମନ୍ଦିର ଅଛି । ଏଠାରେ ପ୍ରତିବର୍ଷ ରଥ ଯାତ୍ରା, ଦୋଳ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥାଏ ।

ଆଧାରସମ୍ପାଦନ କରନ୍ତୁ