ଏପ୍ଲେରେନୋନ

ଏହା ଏକ ଔଷଧ ଯାହା ହୃଦ୍‌ପାତ ଏବଂ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।

ଏପ୍ଲେରେନୋନ, ଏକ ବେପାର ନାମ ଇନ୍ସପ୍ରା, ହେଉଛି ଏକ ଔଷଧ ଯାହା ହୃଦ୍‌ପାତ ଏବଂ ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୩] ଉଚ୍ଚ ରକ୍ତଚାପ ପାଇଁ ଏହା ଦ୍ୱିତୀୟ ଧାଡି ଚିକିତ୍ସା | [୩] ଏହା ପାଟିରେ ଦିଆଯାଏ ।[୩] ଏହାର ପ୍ରଭାବ ସାଧାରଣତ ୨ ସପ୍ତାହ ମଧ୍ୟରେ ଆରମ୍ଭ ହୁଏ ।[୩]

ଏପ୍ଲେରେନୋନ
Clinical data
Pronunciation/ɛpˈlɛrənn/
Trade namesInspra, Epnone, Dosterep, others
SynonymsSC-66110; CGP-30083; 9-11α-Epoxymexrenone; 9,11α-Epoxy-7α-methoxycarbonyl-3-oxo-17α-pregn-4-ene-21,17-carbolactone
AHFS/Drugs.commonograph
MedlinePlusa603004
Pregnancy
category
  • AU: B3
  • US: B (No risk in non-human studies)
Routes of
administration
By mouth (tablets)
Legal status
Legal status
Pharmacokinetic data
Bioavailability~70%[୧]
Protein binding~50% (33–60%) (primarily to α1-acid glycoprotein)[୧][୨]
MetabolismLiver (CYP3A4)[୧][୨]
Metabolites6β-OH-EPL, 6β,21-OH-EPL, 21-OH-EPL, 3α,6β-OH-EPL[୧] (All inactive)[୧]
Onset of actionWithin 2 weeks[୩]
Elimination half-life4–6 hours[୪]
ExcretionUrine (67%), feces (32%)[୫]
Identifiers
  • methyl (4aS,4bR,5aR,6aS,7R,9aS,9bR,10R)-4a,6a-dimethyl-2,5'-dioxo-2,4,4',4a,5',5a,6,6a,8,9,9a,9b,10,11-tetradecahydro-3H,3'H-spiro[cyclopenta[7,8]phenanthro[4b,5-b]oxirene-7,2'-furan]-10-carboxylate
ECHA InfoCard100.106.615 Edit this at Wikidata
Chemical and physical data
FormulaC24H30O6
Molar mass୪୧୪.୫0 g·mol−1
3D model (JSmol)
  • COC(=O)[C@@H]4C\C1=C\C(=O)CC[C@]1(C)[C@@]65O[C@@H]6C[C@@]3(C)[C@@H](CC[C@]23CCC(=O)O2)[C@H]45
  • InChI=1S/C24H30O6/c1-21-7-4-14(25)10-13(21)11-15(20(27)28-3)19-16-5-8-23(9-6-18(26)30-23)22(16,2)12-17-24(19,21)29-17/h10,15-17,19H,4-9,11-12H2,1-3H3/t15-,16+,17-,19+,21+,22+,23-,24-/m1/s1 checkY
  • Key:JUKPWJGBANNWMW-VWBFHTRKSA-N checkY
  (verify)

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ପୋଟାସିୟମ୍ ସ୍ତର, ତରଳ ଝାଡ଼ା, ସ୍ତନ ବୃଦ୍ଧି ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ ସ୍ପନ୍ଦନ, ଆଞ୍ଜିଓଇଡିମା ଏବଂ ଛିଡା ହେବା ସହିତ ନିମ୍ନ ରକ୍ତଚାପ ହୋଇପାରେ ।[୬] ଏହା ଏକ ଆଲଡୋଷ୍ଟେରନ୍ ଆଣ୍ଟାଗୋନିଷ୍ଟ ଏବଂ ଏକ ପୋଟାସିୟମ୍-ସ୍ପେଆରିଙ୍ଗ୍ ଡାଇୟୁରେଟିକ୍ ।[୬]

୨୦୦୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଏପ୍ଲେରେନୋନ ଅନୁମୋଦିତ ହୋଇଥିଲା ।[୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୬] ଯୁକ୍ତରାଜ୍ୟରେ ଏକ ମାସ ଔଷଧର ମୂଲ୍ୟ ପ୍ରାୟ ୨୫ପାଉଣ୍ଡ ।[୬] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୁଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୯ ଡଲାର ଥିଲା ।[୭]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ Lemke TL, Williams DA (24 January 2012). Foye's Principles of Medicinal Chemistry. Lippincott Williams & Wilkins. pp. 743–. ISBN 978-1-60913-345-0. Archived from the original on 1 August 2020. Retrieved 6 July 2021.
  2. ୨.୦ ୨.୧ Sica DA (January 2005). "Pharmacokinetics and pharmacodynamics of mineralocorticoid blocking agents and their effects on potassium homeostasis". Heart Failure Reviews. 10 (1): 23–9. doi:10.1007/s10741-005-2345-1. PMID 15947888. S2CID 21437788.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "Eplerenone Monograph for Professionals". Drugs.com (in ଇଂରାଜୀ). Archived from the original on 19 August 2020. Retrieved 23 July 2021.
  4. Struthers A, Krum H, Williams GH (April 2008). "A comparison of the aldosterone-blocking agents eplerenone and spironolactone". Clinical Cardiology. 31 (4): 153–8. doi:10.1002/clc.20324. PMC 6652937. PMID 18404673.
  5. Frishman WH, Cheng-Lai A, Nawarskas J (4 January 2005). Current Cardiovascular Drugs. Springer Science & Business Media. pp. 246–. ISBN 978-1-57340-221-7. Archived from the original on 1 August 2020. Retrieved 6 July 2021.
  6. ୬.୦ ୬.୧ ୬.୨ ୬.୩ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 206. ISBN 978-0-85711-369-6.{{cite book}}: CS1 maint: date format (link)
  7. "Eplerenone Prices, Coupons & Savings Tips - GoodRx". GoodRx. Archived from the original on 17 January 2021. Retrieved 23 July 2021.