ଉଦୟ ଭାନୁ (ଓଡ଼ିଆ କଥାଚିତ୍ର)

୧୯୮୩ର ଓଡ଼ିଆ କଥାଚିତ୍ର

ଉଦୟ ଭାନୁ, ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଉଦୟ ଭାନୁ
ନିର୍ଦ୍ଦେଶକସୂର୍ଯ୍ୟ ମିଶ୍ର
କଳାକାରସୂର୍ଯ୍ୟ ମିଶ୍ର
ଗ୍ଲୋରିଆ ମହାନ୍ତି
ସଙ୍ଗୀତବାସୁଦେବ ରଥ
ମୁକ୍ତିଲାଭ ତାରିଖ
୧୯୮୩
ଦେଶ ଭାରତ
ଭାଷାଓଡ଼ିଆ

ସୂର୍ଯ୍ୟ ମିଶ୍ର, ଗ୍ଲୋରିଆ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ବିନୋଦ ନାୟକ, ସୋମନାଥ ରାଜଗୁରୁ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ପ୍ରଣବ ପଟ୍ଟନାୟକ, ଅନୁରାଧା ପୌଡ଼ୱାଲ, ତାନସେନ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ଯାହା ହୁଏ ଏକା[୧]"୦୪:୫୦
2."ବେଲୁନ ନବ ବେଲୁନ"୦୪:୪୯
3."ଛଙ୍କି ମୋ ରାଗିନି"୦୪:୧୦

ଆଧାର ସମ୍ପାଦନା

  1. "Udaya Bhanu Odia Film Songs". odiagaana.com. Archived from the original on 27 November 2017. Retrieved 13 September 2018.

ବାହାର ଆଧାର ସମ୍ପାଦନା