ଉଦୟ ଭାନୁ (ଓଡ଼ିଆ କଥାଚିତ୍ର)
୧୯୮୩ର ଓଡ଼ିଆ କଥାଚିତ୍ର
ଉଦୟ ଭାନୁ, ୧୯୮୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ସୂର୍ଯ୍ୟ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ବାସୁଦେବ ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଉଦୟ ଭାନୁ | |
---|---|
ନିର୍ଦ୍ଦେଶକ | ସୂର୍ଯ୍ୟ ମିଶ୍ର |
କଳାକାର | ସୂର୍ଯ୍ୟ ମିଶ୍ର ଗ୍ଲୋରିଆ ମହାନ୍ତି |
ସଙ୍ଗୀତ | ବାସୁଦେବ ରଥ |
ମୁକ୍ତିଲାଭ ତାରିଖ | ୧୯୮୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୂର୍ଯ୍ୟ ମିଶ୍ର, ଗ୍ଲୋରିଆ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
ସମ୍ପାଦନାଗୀତ ଏବଂ ସଙ୍ଗୀତ
ସମ୍ପାଦନାଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ବିନୋଦ ନାୟକ, ସୋମନାଥ ରାଜଗୁରୁ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ପ୍ରଣବ ପଟ୍ଟନାୟକ, ଅନୁରାଧା ପୌଡ଼ୱାଲ, ତାନସେନ ସିଂହ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
ସମ୍ପାଦନାକ୍ରମ | ଗୀତ | ସମୟ |
---|---|---|
1. | "ଯାହା ହୁଏ ଏକା[୧]" | ୦୪:୫୦ |
2. | "ବେଲୁନ ନବ ବେଲୁନ" | ୦୪:୪୯ |
3. | "ଛଙ୍କି ମୋ ରାଗିନି" | ୦୪:୧୦ |
ଆଧାର
ସମ୍ପାଦନା- ↑ "Udaya Bhanu Odia Film Songs". odiagaana.com. Archived from the original on 27 November 2017. Retrieved 13 September 2018.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଉଦୟ ଭାନୁ