ଉଇକିପିଡ଼ିଆ ଆଲୋଚନା:ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮/ସହାୟତା

ଲେଖା ସରିଥିବା ବିଷୟ ସମ୍ପାଦନା

ଶାରୀରିକ ସ୍ୱାସ୍ଥ୍ୟସମସ୍ୟା ସମ୍ବନ୍ଧୀୟ ପ୍ରସଙ୍ଗ ମଧ୍ୟରେ ଥିବା ୧୭୭ଟି ବିଷୟ ମଧ୍ୟରୁ ଅଧିକାଂଶ ବିଷୟ ଲେଖାସରିଛି, କେବଳ ଲାଲ ଅକ୍ଷରରେ ଲେଖା ଥିବା ୩୧ ଟି ବିଷୟ ଲେଖା ହୋଇନାହିଁ ।Subas Chandra Rout (ମୋ ଆଲୋଚନା) ୧୮:୪୨, ୧୦ ଅକ୍ଟୋବର ୨୦୧୮ (IST)Reply

@ସୁବାସ ସାର୍ ବାକି ସବୁ ଲାଲ୍ ରଙ୍ଗକୁ ନୀଳ କରିବାରେ ଆପଣଙ୍କର ସାହାର୍ଯ୍ଯ ନିହାତି ଆବଶ୍ୟକ । ସୌମେନ୍ଦ୍ର (ମୋ ଆଲୋଚନା) ୦୧:୫୨, ୧୧ ଅକ୍ଟୋବର ୨୦୧୮ (IST)Reply

Return to the project page "ମହିଳା ସ୍ୱାସ୍ଥ୍ୟ ଗଣସମ୍ପାଦନା ୨୦୧୮/ସହାୟତା".