ଉଇକିପିଡ଼ିଆ ଆଲୋଚନା:ଏସିଆ ମାସ ଗଣସମ୍ପାଦନା ୨୦୨୦

Latest comment: ୩ ବର୍ଷ ପୂର୍ବେ by Patriccck in topic WikiUral
ହୋମ୍ ୨୦୨୩ ୨୦୨୨ ୨୦୨୧ ୨୦୨୦ ୨୦୧୯ ୨୦୧୮ ୨୦୧୭ ୨୦୧୬ ୨୦୧୫



ମୁଖ୍ୟପୃଷ୍ଠା ନିୟମାବଳୀ ଆଲୋଚନା ସହାୟତା ଅଂଶଗ୍ରହଣ କରିଥିବା ଉଇକିଆଳି


କୌଣସି ଦ୍ୱନ୍ଦ ହେଲେ ଏଠାରେ ଆଲୋଚନା କରିପାରିବେ ସମ୍ପାଦନା

ଛାଞ୍ଚ ସମ୍ପାଦନା

ଏ ପ୍ରତିଯୋଗିତାରେ ଦୁଇଟି ଛାଞ୍ଚର ବ୍ୟବହାର ହେଉଛି:

  1. ଉଇକିଆଳିଙ୍କୁ ଏଥିରେ ଭାଗ ନେବା ପାଇଁ ନିମନ୍ତ୍ରଣ । ଏ ଛାଞ୍ଚଟି ଏକ ଛାଞ୍ଚ ନେମସ୍ପେସ ଭାବେ ରଖିବାର ଆବଶ୍ୟକତା ନଥିବାରୁ ତା'କୁ ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୦/ନିମନ୍ତ୍ରଣକୁ ଘୁଞ୍ଚାଗଲା । {{ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୦/ନିମନ୍ତ୍ରଣ}} ବ୍ୟବହାର କରି ଉଇକିଆଳିଙ୍କ ଆଲୋଚନା ପୃଷ୍ଠାରେ ତାଙ୍କୁ ଆଗ ପରି ଆମନ୍ତ୍ରଣ କରିହେବ ।
  2. ଦ୍ୱିତୀୟ ଛାଞ୍ଚ ହେଲା {{ଏସିଆ ମାସ ଗଣସମ୍ପାଦନା ୨୦୨୦}} । ଏଇଟି ପ୍ରତିଯୋଗିତା ଅନ୍ତର୍ଭୁକ୍ତ ପୃଷ୍ଠାଗୁଡ଼ିକର ଆଲୋଚନା ପୃଷ୍ଠାରେ ପକାଇ ସେଗୁଡ଼ିକୁ ଏକ ଶ୍ରେଣୀଭୁକ୍ତ କରିବା ଉଦ୍ଦେଶ୍ୟରେ । ତେଣୁ ସାଧାରଣ ପ୍ରସଙ୍ଗ ଭିତରର ଛାଞ୍ଚ ଭଳି ଛାଞ୍ଚ ନେମସ୍ପେସରେ ରହିଛି ।

--ସୁଭ (ଆଳାପ) ୧୮:୧୮, ୨୬ ଅକ୍ଟୋବର ୨୦୨୦ (IST)Reply

ଧନ୍ୟବାଦ ସୁଭ ଭାଇ । ମୋତେ ଜଣାନଥିଲା ଏମିତି ବି ଛାଞ୍ଚ ହେଇପାରେ ବୋଲି । ପୂର୍ବରୁ ଏମିତି ଦୁଇଥର କରିଥିଲୁ, ତେଣୁ କରିଥିଲି । -ଗପୁ (ମୋ ଆଲୋଚନା) ୧୯:୦୪, ୨୬ ଅକ୍ଟୋବର ୨୦୨୦ (IST)Reply

ଶ୍ରେଣୀ:ଏସିଆ ମାସ ଗଣସମ୍ପାଦନା ୨୦୨୦ ଯୋଡ଼ିବା ଆବଶ୍ୟକ ନାହିଁ ସମ୍ପାଦନା

ଯହେତୁ ଆମର ଏହି ପ୍ରତିଯୋଗିତାଟିରେ ଗଢ଼ାଯାଉଥିବା ପ୍ରସଙ୍ଗଗୁଡ଼ିକ ଆମେ ଫାଉଣ୍ଟେନ୍ ଟୁଲ୍‌ରେ ଯୋଡ଼ୁଛେ, ଫଳରେ ଆପେ ଆପେ ସେହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ {{ଏସିଆ ମାସ ଗଣସମ୍ପାଦନା ୨୦୨୦}} ଯୋଡ଼ିହେଇଯିବ, ଯାହାକି "ଶ୍ରେଣୀ:ଏସିଆ ମାସ ଗଣସମ୍ପାଦନା ୨୦୨୦"ରେ ଅନ୍ତର୍ଭୁକ୍ତ । ତେଣୁ, ପ୍ରସଙ୍ଗରେ ଆଉ ଏହି ଶ୍ରେଣୀଟି ଯୋଡ଼ିବାର ଆବଶ୍ୟକତା ନାହିଁ । @Skumarm: ଭାଇ ଆପଣ ଗଢ଼ିଥିବା ଦୁଇଟି ପ୍ରସଙ୍ଗରୁ ସେଇଥିପାଇଁ ମୁଁ ଏହି ଶ୍ରେଣୀଟି ବାହାର କରିଦେଇଛି । - ଗପୁ (ମୋ ଆଲୋଚନା) ୨୨:୩୮, ୨ ନଭେମ୍ବର ୨୦୨୦ (IST)Reply

WikiUral ସମ୍ପାଦନା

Hello, sorry for writing in English. Do you know about WikiUral? WikiUral is also at Fountain (here). Here you can find more info about WikiUral. Could you please inform participants about WikiUral at contest page? See enwiki for example. Have a nice day. --Patriccck (ମୋ ଆଲୋଚନା) ୦୩:୨୧, ୧୮ ନଭେମ୍ବର ୨୦୨୦ (IST)Reply

Return to the project page "ଏସିଆ ମାସ ଗଣସମ୍ପାଦନା ୨୦୨୦".