ଉଇକିପିଡ଼ିଆ:ଏସିଆ ମାସ ଗଣସମ୍ପାଦନା ୨୦୨୩
ହୋମ୍ | ୨୦୨୩ | ୨୦୨୨ | ୨୦୨୧ | ୨୦୨୦ | ୨୦୧୯ | ୨୦୧୮ | ୨୦୧୭ | ୨୦୧୬ | ୨୦୧୫ |
ମୁଖ୍ୟପୃଷ୍ଠା | ନିୟମାବଳୀ | ଆଲୋଚନା | ସହାୟତା | ଅଂଶଗ୍ରହଣ କରିଥିବା ଉଇକିଆଳି |
ଏହି ଗଣସମ୍ପାଦନାରେ ସମୁଦାୟ ୨ଟି ନୂଆ ପ୍ରସଙ୍ଗ ଗଢ଼ାଯାଇଛି ।
ଗଣସମ୍ପାଦନାର ନିୟମ
ନୂଆ ପ୍ରସଙ୍ଗଟିଏ ଆରମ୍ଭ କରିବେ, ଯାହାକି ଏସିଆ ମହାଦେଶ ଅନ୍ତର୍ଗତ ହୋଇଥିବ ମାତ୍ର, ଭାରତ ସହ ତା'ର କୌଣସି ସମ୍ବନ୍ଧ ନଥିବ । ଏଥିସହିତ ପ୍ରସଙ୍ଗଟି ଉପଯୁକ୍ତ ହେବା ପାଇଁ ଅତିକମରେ ୩,୦୦୦ ବାଇଟ୍ସ୍ର ଓ ୩୦୦ ଶବ୍ଦର ଲେଖା ଥିବା ଆବଶ୍ୟକ ଏବଂ ପ୍ରସଙ୍ଗରେ ଅତିକମରେ ଗୋଟିଏ ଫଟୋ ରହିବା ଅନିବାର୍ଯ୍ୟ । ଏହି ବର୍ଷର ଗଣ-ସମ୍ପାଦନା ପାଇଁ ବଙ୍ଗଳାଦେଶରେ ଥିବା ହିନ୍ଦୁ ମନ୍ଦିରକୁ ପ୍ରାଧାନ୍ୟତା ଦିଆଯିବ ।
ଦ୍ରଷ୍ଟବ୍ୟ:
- ପ୍ରସଙ୍ଗ ଲେଖିସାରିବା ପରେ ପ୍ରସଙ୍ଗଗୁଡ଼ିକୁ ଏକ ଆମ ଉଇକିଆଳୀମାନଙ୍କ ମଧ୍ୟରୁ ବଛାଯାଇଥିବା ଜୁରୀମାନେ ପରଖି ଏହା ଗ୍ରହଣୀୟ ହେବ କି ନାହିଁ ଦେଖିବେ ।
- ଜଣେ ଅଂଶଗ୍ରହଣକାରୀ ଅତିକମରେ ୪ଟି ଗ୍ରହଣୀୟ ପ୍ରସଙ୍ଗ ଲେଖିଲେ, ତାଙ୍କୁ ଏକ ଇ-ପୋଷ୍ଟକାର୍ଡ଼ ମିଳିବ ।
- ଉଇକିପିଡ଼ିଆ ଏସିଆନ୍ ଅମ୍ବାସଡର୍ଙ୍କୁ ଏକ ଦସ୍ତଖତ ହୋଇଥିବା ଇ-ମାନପତ୍ର ସହିତ ପୋଷ୍ଟକାର୍ଡ଼ ମଧ୍ୟ ମିଳିବ ।
- ଓଡ଼ିଆ ଉଇକିମିଡ଼ିଆ ଇଉଜର ଗ୍ରୁପ୍ ତରଫରୁ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଇ-ମାନପତ୍ର ପ୍ରଦାନ କରାଯିବ ।
- ମନରେ କୌଣସି ପ୍ରକାର ପ୍ରଶ୍ନ ଆସିଲେ ଏଠାରେ ଦେଖିପାରିବେ ।
ଆୟୋଜକ
ଅଶଂଗ୍ରହଣ କରନ୍ତୁ
ଏହି ବଟନ୍ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।
ପ୍ରସଙ୍ଗ Submit କରନ୍ତୁ
ଓଡ଼ିଆ ଉଇକିପିଡ଼ିଆରେ ଏସିଆ ମାସ ଗଣ-ସମ୍ପଦନା ପାଇଁ ପ୍ରସଙ୍ଗ ଲେଖିସାରିବାପରେ ନିମ୍ନରେ ଥିବା Submit ବଟନ୍ ଉପରେ କ୍ଲିକ୍ କରି ଫାଉଣ୍ଟେନ ଟୁଲ୍ରେ ଯୋଡ଼ନ୍ତୁ । ଏଥିସହ ଅଧିକ ତଥ୍ୟ ପାଇଁ ସହାୟତା ପୃଷ୍ଠା ଦେଖିପାରିବେ ।
ଫଳାଫଳ
ଏହି ଗଣ-ସମ୍ପଦନାରେ ଦୁଇଜଣ ବ୍ୟବହାରକାରୀ ସଂଗ୍ରାମ କେଶରୀ ସେନାପତି ଓ ମୋନାଲିସା ସାହୁ ଭାଗ ନେଇଥିଲେ ଏବଂ ସମୁଦାୟ ୨ଟି ପ୍ରସଙ୍ଗ ଗଢ଼ାଯାଇଛି ।