ଉଇକିପିଡ଼ିଆ ଆଲୋଚନା:ଉଇକିପ୍ରକଳ୍ପ/ଜୁନ/୧୦୦୦ଟି ଲେଖାର ମେଳା

ଓଡ଼ିଆ ଉଇକିପିଡ଼ିଆର ବର୍ତ୍ତମାନର ସ୍ଥିତି ସମ୍ପାଦନା

ଓଡିଆ ୱିକିପିଡିଆରେ ଲେଖାଲେଖି କରିବା ପାଇଁ ସମସ୍ତଙ୍କୁ ଅନୁରୋଧ । ୨୦୦୨ରୁ ଆରମ୍ଭ ହେଲେ ମଧ୍ୟ ଓଡିଆ ୱିକିର ବର୍ତ୍ତମାନର ସ୍ଥିତି ବିଷୟରେ କିଛି ପରିସଂଖ୍ୟାନ ଏହି ଲିଙ୍କରେ ଦଉଛି। http://stats.wikimedia.org/EN/Sitemap.htm, http://stats.wikimedia.org/EN/TablesWikipediaOR.htm, ଓ http://stats.wikimedia.org/EN/ChartsWikipediaOR.htm

ସାରା ବିଶ୍ଵରେ ୩.୧ କୋଟିରୁ ଆଧିକ ଲୋକ ଓଡିଆ କହୁଛନ୍ତି ଯାହା ଭାରତୀୟ ଭାଷାଗୁଡିକ ମଧ୍ୟରେ ନବମ ସ୍ଥାନରେ(କହୁଥିବା ଲୋକ ସଂଖ୍ୟା ହିସାବରେ)ଅଛି। ତଥାପି ୱିକିରେ ଏହାର ସ୍ଥାନ ଯଥେଷ୍ଟ ତଳେ। ପ୍ରତି ୧୦ଲକ୍ଷ ଲୋକରେ ଥିବା ସମ୍ପାଦକ, ଘଣ୍ଟା ପ୍ରତି ଦେଖାଯାଉଥିବା ପୃଷ୍ଠା ହାର ତଥା ସମୁଦାୟ ଲେଖା ସଂଖ୍ୟା ସବୁଥିରେ ଆହୁରି ବହୁତ ଆଗକୁ ଯିବାର ଆଛି। ଏହି ଲମ୍ବା ରାସ୍ତାରେ ୧୦୦୦ଲେଖା ଏକ ଛୋଟିଆ ମାଇଲ୍ ଖୁଣ୍ଟ ମାତ୍ର। (ଆଶୁତୋଷ କର (Asutosh Kar) (ମୋ ଆଲୋଚନା) ୧୮:୫୪, ୨୩ ମେ ୨୦୧୧ (UTC))

ଏହା ସତରେ ଦରକାରୀ ଲେଖା ଆଉ ଏହି ଉତ୍ଥାନ ସତରେ ଆମୋଦଦାୟକ । ଦେଖିଲେ ସତରେ ଲାଗୁଛି ଆମେ ସଭିଏଁ ମିଶି ବଡ ପାହୁଣ୍ଡଟିଏ ପକାଇଛୁ ଆଗକୁ ।--ସୁଭପାSubha Paମୋତେ କହିବେ କିଛି? ୧୧:୦୮, ୨୬ ମେ ୨୦୧୧ (UTC)
Return to the project page "ଉଇକିପ୍ରକଳ୍ପ/ଜୁନ/୧୦୦୦ଟି ଲେଖାର ମେଳା".