ଉଇକିପିଡ଼ିଆ:ଭିଡିଓୱିକି/ନିମୋନିଆ

Subas Chandra Rout updated audio in section ବିକାଶଶୀଳ ଦେଶ ସମୁହ on 17 October 2019
Subas Chandra Rout updated audio in section ବଞ୍ଚିବା ହାର on 17 October 2019
Subas Chandra Rout updated audio in section ଇତିହାସ on 17 October 2019
Subas Chandra Rout updated audio in section ରୋଗାନୁଶୀଳନ on 17 October 2019
Subas Chandra Rout deleted audio in section ରୋଗାନୁଶୀଳନ on 17 October 2019
Subas Chandra Rout updated audio in section ରୋଗାନୁଶୀଳନ on 17 October 2019
Subas Chandra Rout updated audio in section ସାଂଘାତିକ ନିମୋନିଆ on 17 October 2019
Subas Chandra Rout updated audio in section ପୂର୍ବାନୁମାନ on 17 October 2019
Subas Chandra Rout updated audio in section ଶିଶୁ on 17 October 2019
Subas Chandra Rout updated audio in section ଚିକିତ୍ସା on 17 October 2019
Subas Chandra Rout updated audio in section ଅନ୍ୟାନ୍ୟ ଉପାୟ on 17 October 2019
Subas Chandra Rout updated audio in section ଟିକା on 17 October 2019
Subas Chandra Rout updated audio in section ପ୍ରତିଷେଧ on 17 October 2019
Subas Chandra Rout updated audio in section ବର୍ଗୀକରଣ on 17 October 2019
Subas Chandra Rout updated audio in section ଅନ୍ୟାନ୍ୟ ପଦ୍ଧତିରେ ରୋଗ ନିର୍ଣ୍ଣୟ on 17 October 2019
Subas Chandra Rout deleted audio in section ଅନ୍ୟାନ୍ୟ ପଦ୍ଧତିରେ ରୋଗ ନିର୍ଣ୍ଣୟ on 17 October 2019
Subas Chandra Rout updated audio in section ଅନ୍ୟାନ୍ୟ ପଦ୍ଧତିରେ ରୋଗ ନିର୍ଣ୍ଣୟ on 17 October 2019
Subas Chandra Rout updated audio in section ରୋଗ ନିର୍ଣ୍ଣୟ on 17 October 2019
Subas Chandra Rout updated audio in section ସଙ୍କଟ କାରକ on 17 October 2019
Subas Chandra Rout updated audio in section ଜୀବାଣୁ ଜନିତ ନିମୋନିଆ on 17 October 2019
Subas Chandra Rout updated audio in section କାରଣ on 17 October 2019
Subas Chandra Rout deleted audio in section କାରଣ on 17 October 2019
Subas Chandra Rout updated audio in section କାରଣ on 17 October 2019
Subas Chandra Rout updated audio in section ସାଂଘାତିକ ନିମୋନିଆଗ୍ରସ୍ତ ପିଲା on 17 October 2019
Subas Chandra Rout updated audio in section ପିଲାଙ୍କର ପ୍ରାରମ୍ଭିକ ଲକ୍ଷଣ on 17 October 2019
Subas Chandra Rout updated audio in section ବୟସ୍କ on 17 October 2019
Subas Chandra Rout updated audio in section ଲକ୍ଷଣ on 17 October 2019
Subas Chandra Rout updated audio in section ରୋଗ ଆରମ୍ଭ on 17 October 2019

ଭିଡିଓୱିକି/ନିମୋନିଆ (Tutorial)
Link to Commons
Steps for video creation
Step 1Preview my changes (10 sec)
Step 2Upload to Commons (10 min)

ସଂଜ୍ଞାସମ୍ପାଦନ କରନ୍ତୁ

ନିମୋନିଆ ଫୁସଫୁସର ଏକ ପ୍ରଦାହ ରୋଗ ଯେଉଁଥିରେ ତାହାର ଛୋଟ ଛୋଟ ଆଲଭିଓଲାଇ (alvioli) ବା ବାୟୁ ଥଳିଗୁଡ଼ିକରେ ତରଳ ପଦାର୍ଥ ଭର୍ତ୍ତି ହୋଇଯାଏ । ଅଧିକାଂଶ ସମୟରେ ଏହା ଜୀବାଣୁ ସଂକ୍ରମଣ ଯୋଗୁ ହୋଇଥାଏ ।[୧][୨]

ରୋଗ ଆରମ୍ଭସମ୍ପାଦନ କରନ୍ତୁ

ଏହି ରୋଗରେ କାଶ, ଥକ୍କାଣ, ଅଣନିଶ୍ୱାସୀ ଓ ଥଣ୍ଡା ଅନୁଭବ ହୋଇପାରେ । ଏହାର ପ୍ରତ୍ୟେକ ଲକ୍ଷଣ‌ ଭିନ୍ନ ଭିନ୍ନ ମାତ୍ରାରେ ବାରମ୍ବାର ହୋଇପାରେ ।[୩]

ଲକ୍ଷଣସମ୍ପାଦନ କରନ୍ତୁ

ପ୍ରତି ୧୦ ଜଣ ରୋଗୀଙ୍କ ମଧ୍ୟରୁ ୯ ଜଣଙ୍କୁ ସାଧାରଣତଃ କାଶ ହୁଏ ଓ ଥକ୍କା ଲାଗେ । ପ୍ରତି ୪ ଜଣରେ ୩ ଜଣ ରୋଗୀଙ୍କର ଜ୍ୱର ହୁଏ ଓ ଅଣନିଶ୍ୱାସୀ ଲାଗେ । ଶତକଡ଼ା ୬୫ ରୋଗୀଙ୍କର କଫ ପଡ଼େ ଓ ଶତକଡ଼ା ୫ ଜଣଙ୍କର ଛାତି ଯନ୍ତ୍ରଣା ହୁଏ । [୪]

ବୟସ୍କସମ୍ପାଦନ କରନ୍ତୁ

ବୟସ୍କ ଲୋକଙ୍କର ଉଲ୍ଲେଖନୀୟ ମାନସିକ ଦ୍ୱନ୍ଦ୍ୱ ହୁଏ,[୩] ଓ ଜ୍ୱର ସମ୍ଭାବନା କମ୍ ଥାଏ ।

ପିଲାଙ୍କର ପ୍ରାରମ୍ଭିକ ଲକ୍ଷଣସମ୍ପାଦନ କରନ୍ତୁ

ପାଞ୍ଚ ବର୍ଷ ବୟସ ତଳକୁ ପିଲାଙ୍କର ସାଧାରଣତଃ ଜ୍ୱର, କାଶ ଓ ଦୃତ ତ‌ଥା କଷ୍ଟକର ଶ୍ୱାସକ୍ରିୟା ହୁଏ ।[୫]

ସାଂଘାତିକ ନିମୋନିଆଗ୍ରସ୍ତ ପିଲାସମ୍ପାଦନ କରନ୍ତୁ

ପିଲାଙ୍କର ସାଂଘାତିକ ନିମୋନିଆ ହେଲେ ସ୍ୟାନୋସିସ ବା ନୀଳ ରଙ୍ଗର ଚର୍ମ, ପିଇବା ଅନିଚ୍ଛା, ବାତ, ବାନ୍ତି, ଅତ୍ୟଧିକ ଦେହ ଉତ୍ତାପ ବା କମ୍ ଚେତନା ସ୍ତର ହୋଇଯାଏ ।[୫][୬]

କାରଣସମ୍ପାଦନ କରନ୍ତୁ

ନିମୋନିଆ ରୋଗରେ ଫୁସଫୁସରେ ଥିବା ବାୟୁ ଥଳି ବା ଆଲଭିଓଲାଇ ମଧ୍ୟରେ ତରଳ ପଦାର୍ଥ ଜମିଯିବାରୁ ଅମ୍ଳଜାନ ଅବଶୋଷଣ ପରିମାଣ କମିଯାଏ । ଗୋଟିଏ ପାର୍ଶ୍ୱର ଆଲଭିଓଲାଇ ସାଧାରଣ ଥିବାବେଳେ ଅନ୍ୟ ପାର୍ଶ୍ୱର ଆଲଭିଓଲାଇରେ ତରଳ ପଦାର୍ଥ ଭର୍ତ୍ତି ହୋଇଥାଏ ।

ଜୀବାଣୁ ଜନିତ ନିମୋନିଆସମ୍ପାଦନ କରନ୍ତୁ

ଜୀବାଣୁ ବା ଭୁତାଣୁ ସଂକ୍ରମଣ ଯୋଗୁ ନିମୋନିଆ ରୋଗ ହୁଏ । ଅନ୍ୟାନ୍ୟ ଅଣୁଜୀବ, କେତେକ ଔଷଧ ଓ ଅଟୋଇମ୍ମ୍ୟୁନ ରୋଗ ଭଳି କେତେକ ଅବସ୍ଥାରେ ସାଧାରଣତଃ ଜୀବାଣୁ ଅପେକ୍ଷା କମ୍ ନିମୋନିଆ ହୁଏ ।[୧][୭]

ସଙ୍କଟ କାରକସମ୍ପାଦନ କରନ୍ତୁ

ଧୂମ୍ରପାନ, କମ୍ କାଶିବା ଶକ୍ତି, ସ୍ଟ୍ରୋକ୍, ଅପରେଶନ ପରେ ଓ ସିସ୍ଟିକ୍ ଫାଇବ୍ରୋସିସ୍, ସିଓପିଡି ତ‌ଥା ଆଜ୍‌ମା ଭଳି ଫୁସଫୁସ ରୋଗ ଥିଲେ ନିମୋନିଆ ସଙ୍କଟ ରହେ ।[୮]

ରୋଗ ନିର୍ଣ୍ଣୟସମ୍ପାଦନ କରନ୍ତୁ

ଲକ୍ଷଣ ଅନୁଶୀଳନ ଓ ଶାରୀରିକ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୯]

ଅନ୍ୟାନ୍ୟ ପଦ୍ଧତିରେ ରୋଗ ନିର୍ଣ୍ଣୟସମ୍ପାଦନ କରନ୍ତୁ

ଛାତି ରଞ୍ଜନରଶ୍ମି ପରୀକ୍ଷା, ରକ୍ତ ପରୀକ୍ଷା ଓ କଫ କଲଚର ଇତ୍ୟାଦି ରୋଗ ନିର୍ଣ୍ଣୟରେ ସାହାଯ୍ୟ କରେ ।[୯]

ବର୍ଗୀକରଣସମ୍ପାଦନ କରନ୍ତୁ

କେଉଁଠାରୁ ଓ କିପରି ନିମୋନିଆ ରୋଗ ସଂକ୍ରମଣ ହୋଇଛି, ଉଦାହରଣ ସ୍ୱରୂପ ତାହା ଡାକ୍ତରଖାନାରୁ ବା ଗୋଷ୍ଠୀରୁ ସଂକ୍ରମିତ ହୋଇଛି, ତାହା ଉପରେ ବଞ୍ଚିବା ନିର୍ଭର କରେ ।[୧୦]

ପ୍ରତିଷେଧସମ୍ପାଦନ କରନ୍ତୁ

ଅଧିକାଂଶ ନିମୋନିଆ ଅନ୍ୟ ବ୍ୟକ୍ତିଠାରୁ ସଂକ୍ରମିତ ହେଉଥବାରୁ ସର୍ଜିକାଲ ମାସ୍କ ପିନ୍ଧିବା ଓ ହାତ ଧୋଇବାଦ୍ୱାରା ଉତ୍ତମ ପ୍ରତିଷେଧ ସାବ୍ୟସ୍ତ ହୋଇଥାଏ ।[୧୧].

ଟିକାସମ୍ପାଦନ କରନ୍ତୁ

କେତେକ ପ୍ରକାରର ନିମୋନିଆ ପ୍ରତିଷେଧ ନିମନ୍ତେ ଟିକା ମିଳୁଛି ।[୧୨]

ଅନ୍ୟାନ୍ୟ ଉପାୟସମ୍ପାଦନ କରନ୍ତୁ

ଧୂମ୍ରପାନ ବନ୍ଦ ଓ ମଧୁମେହ ତ‌ଥା ଏଚଆଇଭି ଭଳି ରୋଗମାନଙ୍କର ଉପ‌ଯୁକ୍ତ ଚିକିତ୍ସା କରିଦେଲେ ପ୍ରତିଷେଧ ସମ୍ଭବ ହୋଇପାରେ ।[୧୨]

ଚିକିତ୍ସାସମ୍ପାଦନ କରନ୍ତୁ

ନିମୋନିଆ ରୋଗ ଜଟିଳ ହୋଇନଥିଲେ ପାଟିରେ ଆଣ୍ଟିବାୟୋଟିକ, ବିଶ୍ରାମ, ଯନ୍ତ୍ରଣା ନିବାରକ ଔଷଧ ଓ ତରଳ ପଦାର୍ଥ ଦେଇ ଚିକିତ୍ସା କଲେ ଯଥେଷ୍ଟ ହୁଏ ।[୧୩]

ଶିଶୁସମ୍ପାଦନ କରନ୍ତୁ

ପିଲା ଅଣନିଶ୍ୱାସୀ ଥିଲେ ବା ଅମ୍ଳଜାନ ସାଚୁରେସନ ୯୦%ରୁ କମ୍ ଥିଲେ ଡାକ୍ତରଖାନାରେ ଆଡମିଶନ କରିବା ଆବଶ୍ୟକ ହୋଇଥାଏ ।[୧୪]

ପୂର୍ବାନୁମାନସମ୍ପାଦନ କରନ୍ତୁ

ଉପ‌ଯୁକ୍ତ ଚିକିତ୍ସାରେ ଜୀବାଣୁ ଜନିତ ନିମୋନିଆ ୩ରୁ ୬ ଦିନ ମଧ୍ୟରେ ଉପଶମ ହୋଇଯାଏ ।[୧୫] ଅଧିକାଂଶ ଲକ୍ଷଣ ଯିବା ନିମନ୍ତେ କିଛି ସପ୍ତାହ ଲାଗେ ।[୧୫].

ସାଂଘାତିକ ନିମୋନିଆସମ୍ପାଦନ କରନ୍ତୁ

ସାଂଘାତିକ ନିମୋନିଆ ରୋଗୀକୁ ଡାକ୍ତରଖାନାରେ ଆଡମିଶନ କରି ଚିକିତ୍ସା କରାଯାଏ,[୧୬] ଓ ସେଠାରେ ଅମ୍ଳଜାନ ଥେରାପି ଆବଶ୍ୟକ ହୋଇପାରେ ।[୧୭]

ରୋଗାନୁଶୀଳନସମ୍ପାଦନ କରନ୍ତୁ

ନିମୋନିଆ ଏକ ପ୍ରଚଳିତ ରୋଗ ଯାହା ପୃଥିବୀର ସବୁ ସ୍ଥାନରେ ବର୍ଷକୁ ୪୫୦ ନିୟୁତ ଲୋକଙ୍କୁ ଆକ୍ରମଣ କରିଥାଏ ।[୧୮] ସମସ୍ତ ବୟସରେ ମୃତ୍ୟୁର ଏହା ଏକ ବିରାଟ କାରଣ ହୋଇଥାଏ ଓ ବର୍ଷକୁ ସମସ୍ତ ମୃତ୍ୟୁର କାରଣ ମଧ୍ୟରେ ୭% ଏହି ରୋଗ ଯୋଗୁ ହୁଏ ।[୧୮][୧୯]

ନିମୋନିଆ ମୃତ୍ୟୁ ହାର ୫ ବର୍ଷ ବୟସ ତଳେ ଓ ୭୫ ବର୍ଷ ବୟସ ପରେ ସର୍ବାଧିକ ହୋଇଥାଏ ।[୧୮]

ଇତିହାସସମ୍ପାଦନ କରନ୍ତୁ

ଊନବିଂଶ ଶତାବ୍ଦୀରେ ନିମୋନିଆକୁ "ମୃତ୍ୟୁ ମାନବମାନଙ୍କର କ୍ୟାପଟେନ" ନାମରେ ଉଇଲିୟମ ଓସଲର ଅଭିହିତ କରିଥଲେ । [୨୦]

ବଞ୍ଚିବା ହାରସମ୍ପାଦନ କରନ୍ତୁ

ଆଣ୍ଟିବାୟୋଟିକ ଓ ଟିକା ଉଦଭାବନ ପରେ ବିଂଶ ଶତାବ୍ଦୀରେ ବଞ୍ଚିବା ହାର ଉନ୍ନତ ହୋଇପାରିଛି ।[୧୮]

ବିକାଶଶୀଳ ଦେଶ ସମୁହସମ୍ପାଦନ କରନ୍ତୁ

ତ‌ଥାପି ବିକାଶଶୀଳ ଦେଶମାନଙ୍କରେ ନିମୋନିଆ ଯୋଗୁ ଅତି ବୃଦ୍ଧ, ଅଳ୍ପ ବ‌ୟସ୍କ ଓ ସ୍ଥାୟୀ ରୋଗାକ୍ରାନ୍ତ ଲୋକଙ୍କର ମୃତ୍ୟୁର ଏହା ଏକ ପ୍ରମୁଖ କାରଣ ହୋଇଛି ।[୧୮][୨୧]

Referencesସମ୍ପାଦନ କରନ୍ତୁ

  1. ୧.୦ ୧.୧ McLuckie, A., ed. (2009). Respiratory disease and its management. New York: Springer. p. 51. ISBN 978-1-84882-094-4.
  2. Leach, Richard E. (2009). Acute and Critical Care Medicine at a Glance (2nd ed.). Wiley-Blackwell. ISBN 978-1-4051-6139-8.
  3. ୩.୦ ୩.୧ Hoare Z, Lim WS (May 2006). "Pneumonia: update on diagnosis and management" (PDF). BMJ. 332 (7549): 1077–79. doi:10.1136/bmj.332.7549.1077. PMC 1458569. PMID 16675815.
  4. Tintinalli, Judith E. (2010). Emergency Medicine: A Comprehensive Study Guide (Emergency Medicine (Tintinalli)). New York: McGraw-Hill Companies. p. 480. ISBN 978-0-07-148480-0.
  5. ୫.୦ ୫.୧ Singh V, Aneja S (March 2011). "Pneumonia – management in the developing world". Paediatric Respiratory Reviews. 12 (1): 52–59. doi:10.1016/j.prrv.2010.09.011. PMID 21172676.
  6. Nair GB, Niederman MS (November 2011). "Community-acquired pneumonia: an unfinished battle". The Medical Clinics of North America. 95 (6): 1143–61. doi:10.1016/j.mcna.2011.08.007. PMID 22032432.
  7. Jeffrey C. Pommerville (2010). Alcamo's Fundamentals of Microbiology (9th ed.). Sudbury MA: Jones & Bartlett. p. 323. ISBN 978-0-7637-6258-2.
  8. "Who Is at Risk for Pneumonia?". NHLBI. 1 ମାର୍ଚ୍ଚ 2011. Archived from the original on 7 ମାର୍ଚ୍ଚ 2016. Retrieved 3 ମାର୍ଚ୍ଚ 2016.
  9. ୯.୦ ୯.୧ "How Is Pneumonia Diagnosed?". NHLBI. 1 ମାର୍ଚ୍ଚ 2011. Archived from the original on 7 ମାର୍ଚ୍ଚ 2016. Retrieved 3 ମାର୍ଚ୍ଚ 2016.
  10. "Types of Pneumonia". NHLBI. 1 ମାର୍ଚ୍ଚ 2011. Archived from the original on 5 ଫେବୃଆରୀ 2016. Retrieved 2 ମାର୍ଚ୍ଚ 2016.
  11. "Pneumonia (Fact sheet N°331)". World Health Organization. ଅଗଷ୍ଟ 2012. Archived from the original on 30 ଅଗଷ୍ଟ 2012.
  12. ୧୨.୦ ୧୨.୧ "How Can Pneumonia Be Prevented?". NHLBI. 1 ମାର୍ଚ୍ଚ 2011. Archived from the original on 7 ମାର୍ଚ୍ଚ 2016. Retrieved 3 ମାର୍ଚ୍ଚ 2016.
  13. Lim WS, Baudouin SV, George RC, Hill AT, Jamieson C, Le Jeune I, Macfarlane JT, Read RC, Roberts HJ, Levy ML, Wani M, Woodhead MA (October 2009). "BTS guidelines for the management of community acquired pneumonia in adults: update 2009". Thorax. 64 Suppl 3 (Suppl 3): iii–155. doi:10.1136/thx.2009.121434. PMID 19783532.
  14. Bradley JS, Byington CL, Shah SS, Alverson B, Carter ER, Harrison C, Kaplan SL, Mace SE, McCracken GH, Moore MR, St Peter SD, Stockwell JA, Swanson JT (October 2011). "The management of community-acquired pneumonia in infants and children older than 3 months of age: clinical practice guidelines by the Pediatric Infectious Diseases Society and the Infectious Diseases Society of America". Clinical Infectious Diseases. 53 (7): e25–76. doi:10.1093/cid/cir531. PMID 21880587.
  15. ୧୫.୦ ୧୫.୧ Behera, D. (2010). Textbook of pulmonary medicine (2nd ed.). New Delhi: Jaypee Brothers Medical Pub. pp. 296–97. ISBN 978-81-8448-749-7.
  16. "What Is Pneumonia?". NHLBI. 1 ମାର୍ଚ୍ଚ 2011. Archived from the original on 29 ଫେବୃଆରୀ 2016. Retrieved 2 ମାର୍ଚ୍ଚ 2016.
  17. "How Is Pneumonia Treated?". NHLBI. 1 ମାର୍ଚ୍ଚ 2011. Archived from the original on 6 ମାର୍ଚ୍ଚ 2016. Retrieved 3 ମାର୍ଚ୍ଚ 2016.
  18. ୧୮.୦ ୧୮.୧ ୧୮.୨ ୧୮.୩ ୧୮.୪ Ruuskanen O, Lahti E, Jennings LC, Murdoch DR (April 2011). "Viral pneumonia". Lancet. 377 (9773): 1264–75. doi:10.1016/S0140-6736(10)61459-6. PMID 21435708.
  19. Lodha R, Kabra SK, Pandey RM (June 2013). "Antibiotics for community-acquired pneumonia in children". The Cochrane Database of Systematic Reviews. 6 (6): CD004874. doi:10.1002/14651858.CD004874.pub4. PMID 23733365.
  20. Osler, William (1901). Principles and Practice of Medicine, 4th Edition. New York: D. Appleton and Company. p. 108. Archived from the original on 2007-07-08.
  21. George, Ronald B. (2005). Chest medicine : essentials of pulmonary and critical care medicine (5th ed.). Philadelphia: Lippincott Williams & Wilkins. p. 353. ISBN 978-0-7817-5273-2.