ଉଇକିପିଡ଼ିଆ:ଭାରତୀୟ ନିର୍ବାଚନ ଗଣ-ସମ୍ପାଦନା ୨୦୨୪

ଏହି ଗଣସମ୍ପାଦନାରେ ସମୁଦାୟ ୩୬ଟି ନୂଆ ପ୍ରସଙ୍ଗ ଗଢ଼ା ଯାଇଛି ଏବଂ ୧୮ଟି ପ୍ରସଙ୍ଗ ଉନ୍ନତ କରାଯାଇଛି ।

ଭାରତୀୟ ନିର୍ବାଚନ ଗଣ-ସମ୍ପାଦନା ୨୦୨୪

ଭାରତୀୟ ନିର୍ବାଚନ ଗଣ-ସମ୍ପାଦନା ୨୦୨୪ ହେଉଛି ଏକ ଅନ୍‌ଲାଇନ୍ ଗଣ-ସମ୍ପାଦନା, ଯେଉଁଥିରେ ଭାରତୀୟ ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ସଦସ୍ୟ ଓ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ବିଧାୟକ ତଥା ପୁରୁଣା ସଦସ୍ୟମାନଙ୍କ ବାବଦରେ ଉଭୟ ଉଇକିପିଡ଼ିଆ ଓ ଉଇକିଡାଟାରେ ଅଦ୍ୟତନ କରାଯିବ । ଏହି ଗଣ-ସମ୍ପାଦନାରେ ନୂତନ ପ୍ରସଙ୍ଗ ଗଢ଼ିବା ଉପରେ ଗୁରୁତ୍ୱ ଯେତେ ଅଧିକ ନୁହେଁ, ତା'ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ପୁରୁଣା ପ୍ରସଙ୍ଗଗୁଡ଼ିକରେ ସଠିକ ତଥ୍ୟ ଓ ଆଧାର ଯୋଡ଼ିବା ।

ସମୟସୀମା

ସମୟସୀମା: ୪ ଜୁନ ୨୦୨୪ ରୁ ୪ ଜୁଲାଇ ୨୦୨୪

ଗଣସମ୍ପାଦନାର ନିୟମ

  • ଭାରତୀୟ ସାଧାରଣ ନିର୍ବାଚନ ୨୦୨୪ ଓ ୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସଦସ୍ୟମାନଙ୍କ ବାଦବରେ ଏହି ଗଣ-ସମ୍ପାଦନାରେ ତଥ୍ୟ ଉଭୟ ଉଇକିପିଡ଼ିଆ ଓ ଉଇକିଡାଟାରେ ଯୋଡ଼ାଯିବ ।
  • ନିର୍ବାଚନ କମିଶନର ୱେବ୍‌ସାଇଟ୍ ତଥା ବିଭିନ୍ନ ଜଣାଶୁଣା ଗଣମାଧ୍ୟମରେ ପ୍ରକାଶିତ ଖବରରୁ ତଥ୍ୟ ସଂଗ୍ରହ କରାଯାଇ ଭରସାଯୋଗ୍ୟ ଆଧାର ଯୋଡ଼ାଯିବ ।
  • ଏହି ଗଣ-ସମ୍ପାଦନାର ମୂଳ ଲକ୍ଷ୍ୟ ହେଉଛି ପ୍ରସଙ୍ଗ ସଜାଡ଼ିବା, ତେଣୁ ପ୍ରସଙ୍ଗଗୁଡ଼ିକୁ ଏକ ସୁସଜ୍ଜିତ ଆକାରରେ ଲେଖିବା ଫଳରେ କେହି ପଢ଼ିଲାବେଳେ ସହଜରେ ପଢ଼ିକି ବୁଝିପାରୁଥିବେ ଆଉ ବର୍ଣ୍ଣିତ ତଥ୍ୟ ଗ୍ରହଣଯୋଗ୍ୟ ହୋଇଥିବା ଆବଶ୍ୟକ ।

ଆୟୋଜକ

  • ଓଡ଼ିଆ ଉଇକିମିଡ଼ିଆନ୍ସ ଇଉଜର ଗ୍ରୁପ

ଅଶଂଗ୍ରହଣ କରିଥିବା ଉଇକିଆଳି

  1. ଗପୁ (ମୋ ଆଲୋଚନା) ୨୩:୩୭, ୧୦ ଜୁନ ୨୦୨୪ (IST)[reply]
  2. ପ୍ରିତିରଞ୍ଜନ ତ୍ରିପାଠୀ (ମୋ ଆଲୋଚନା) ୧୧:୨୭, ୧୨ ଜୁନ ୨୦୨୪ (IST)[reply]
  3. ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୧୩:୦୧, ୧୨ ଜୁନ ୨୦୨୪ (IST)[reply]
  4. ଜ୍ଞାନ ମୋତେ କିଛି କହିବେ ୦୦:୨୨, ୧୩ ଜୁନ ୨୦୨୪ (IST)[reply]
  5. ସୌମେନ୍ଦ୍ର କୁମାର ସାହୁ (ମୋ ଆଲୋଚନା) ୨୧:୨୨, ୧୩ ଜୁନ ୨୦୨୪ (IST)[reply]

ଏହି ବଟନ୍‌ରେ କ୍ଲିକ୍ କରି ଗଣ-ସମ୍ପାଦନାରେ ଅଂଶଗ୍ରହଣ କରନ୍ତୁ ।

ପ୍ରସଙ୍ଗ ଯୋଡ଼ନ୍ତୁ

  • ନୂତନ ଭାବରେ ଗଢ଼ାଯାଇଥିବା ପ୍ରସଙ୍ଗରେ ଆଲୋଚନାରେ {{ଭାରତୀୟ ନିର୍ବାଚନ ଗଣ-ସମ୍ପାଦନା ୨୦୨୪|created=yes}} ଏବଂ ଅଦ୍ୟତନ କରାଯାଇଥିବା ପ୍ରସଙ୍ଗର ଆଲୋଚନାରେ, {{ଭାରତୀୟ ନିର୍ବାଚନ ଗଣ-ସମ୍ପାଦନା ୨୦୨୪}} ଯୋଡ଼ିବାକୁ ଅନୁରୋଧ ।

ଫଳାଫଳ

ଗଣ-ସମ୍ପାଦନା ଶେଷରେ ଫଳାଫଳ ଯୋଡ଼ାଯିବ ।


ପରିଚାଳନା

ସମ୍ପାଦନା

ଏହି ଡ୍ୟାସବୋର୍ଡ଼ରୁ ଗଣସମ୍ପାଦନାର ଚଳିତ ବିବରଣୀ ଦେଖିହେବ ।