ଉଇକିପିଡ଼ିଆ:ନିୟମାବଳୀ/ରନ୍ଧା ଖାଦ୍ୟ ଛାଞ୍ଚ
ପ୍ରକାର | ତରକାରୀ |
---|---|
ମୂଳ ସ୍ଥାନ | ଭାରତ |
ଅଞ୍ଚଳ ବା ରାଜ୍ୟ | ଓଡ଼ିଶା |
ସମ୍ବନ୍ଧିତ ଜାତୀୟ ଖାଦ୍ୟ | ଓଡ଼ିଆ |
ମୁଖ୍ୟ ଉପାଦାନ | ଅମୁକ ପରିବା, ସମୁକ ତେଲ, ସମୁକ ମସଲା |
ଅମୁକ (ସମୁକ ନାମରେ ମଧ୍ୟ ଜଣା) ବିଭିନ୍ନ ପନିପରିବା ବା ମାଛ ସହ ପରିବା ମିଶାଇ ତିଆରି କରାଯାଉଥିବା ଏକ ପ୍ରକାରର ଓଡ଼ିଆ ଖାଦ୍ୟ । ଏଥିରେରେ ବିଭିନ୍ନ କ, ଖ, ଗ, ଘ ଆଦି ପରିବାକୁ ସିଝାଇ ତହିଁରେ ଭଜା ବଡ଼ି ଓ ଛୁଙ୍କ ଦେଇ ରନ୍ଧାଯାଇଥାଏ । ଅମୁକ ଅଞ୍ଚଳ ଭେଦରେ (ଅଞ୍ଚଳ ନାଁ ଜାଣିଥିଲେ ଏଠି ଲେଖିବେ) "ଢମୁକ" ନାମରେ ଜଣା । ତେବେ ଢମୁକରେ ଚ, ଛ, ଜ, ଝ ଆଦି ପରିବା ମଧ୍ୟ ପଡ଼ିଥାଏ । ଏଥିରେ କଞ୍ଚା ଲଙ୍କା ବଦଳରେ ଗୋଲମରିଚ ବାଟି ଦିଆଯାଇଥାଏ । ଏହାକୁ ଗରମ ଭାତ ସହ ଖିଆଯାଇଥାଏ । ଏହି ଓଡ଼ିଶାର ବାକି ଖାଦ୍ୟ ଭଳି ଅମୁକ ସାଧାରଣତଃ ସୋରିଷ ତେଲରେ ରନ୍ଧାଯାଇଥାଏ ।
ବିହଙ୍ଗାବଲୋକନ
ସମ୍ପାଦନାସାଦା ଅମୁକ ତିଆରି ପାଇଁ ପ୍ରଥମେ କ, ଖ, ଗ, ଘ ଆଦି ପରିବାକୁ ସେମାନଙ୍କ ସିଝିବା ସମୟ ଅନୁସାରେ ଦୁଇଭାଗ କରି ଅଲଗା କରିଦିଆଯାଏ । ଏକ ପାତ୍ରରେ ଲୁଣ ଓ ହଳଦୀ ଗୁଣ୍ଡ ସହ ସିଖିବା ପାଇଁ ଅଧିକ ସମୟ ଲାଗୁଥିବା ପରିବାକୁ ଆଗ ପାଣିଦେଇ ସିଝାଯାଏ । ଅଧା ସିଝି ଆସିଲେ ବାକି ଅଧା ଭାଗ ପରିବାକୁ ସେଥିରେ ମିଶାଇ ପୂରା ସିଝାଯାଏ । ପରିବାସବୁ ସିଝିଗଲା ପରେ ଏକ କଡ଼ାଇରେ ଫୁଟଣ ଓ ରସୁଣ ଛୁଙ୍କ ଦେଇ ସିଝା ପରିବା ଏଥିରେ ବଘାରିଦିଆଯାଏ ।
ସମୁକ ପାଇଁ ଚ, ଛ, ଜ, ଝ ଆଦି ଶାଗ ବ୍ୟବହାର କରାଯାଏ । କ, ଖ, ଗ, ଘ ଆଦି ସହ ମାଛ ମୁଣ୍ଡ ପକାଇ ମାଛ ଅମୁକ ରନ୍ଧାଯାଇଥାଏ ।
ସମାନ ଧରଣର ଖାଦ୍ୟ
ସମ୍ପାଦନାଜମୁକ ଏକ ପ୍ରକାରର ସମାନ ଧରଣର ପ୍ରଣାଳୀରେ ରନ୍ଧାଯାଇଥାଏ । ସେଥିରେ ବ୍ୟବହୃତ ପରିବା ପାଖାପାଖି ସମାନ ହେଲେ ହେଁ ସେଥିରେ ସାମାନ୍ୟ ଝୋଳ ରହିଥାଏ । ଅମୁକ ସାଧାରଣ ଖାଇବାରେ ରନ୍ଧା ହେଲା ବେଳେ ଜମୁକ ପଥି ଭାବେ ମଧ୍ୟ ବ୍ୟବହାର ହୋଇଥାଏ ।