ଉଇକିପିଡ଼ିଆ:ଉଇକିପ୍ରକଳ୍ପ ଆମ ଗାଁ ଆମ ପଞ୍ଚାୟତ

<< ଉଇକିପ୍ରକଳ୍ପ ଓଡ଼ିଶା

ଏହି ଉଇକିପ୍ରକଳ୍ପଟି ଓଡ଼ିଶାର ନାନାଦି ସ୍ଥାନ; ଗାଁ, ସହର, ଗ୍ରାମପଞ୍ଚାୟତପଞ୍ଚାୟତ ସମିତି ଆଦି ଓଡ଼ିଆ ଉଇକିପିଡ଼ିଆରେ ତିଆରି କରିବା ପାଇଁ ତିଆରି କରିବାର ଲକ୍ଷ ନେଇ ଆରମ୍ଭ କରାଯାଇଛି । ଏଥିରେ ଓଡ଼ିଶାର ସ୍ଥାନମାନଙ୍କ ବାବଦରେ ପ୍ରସଙ୍ଗମାନ ତିଆରି କରିବା ନିମନ୍ତେ ଅନେକ ଉପଯୋଗୀ ସୂଚନା ରଖାଯିବ ଯାହା ବ୍ୟବହାରକାରୀମାନଙ୍କୁ ସେହି ପ୍ରସଙ୍ଗମାନ ଗଢ଼ିବାରେ ସହଯୋଗ କରିବ । ଏହି ପ୍ରସଙ୍ଗମାନଙ୍କରେ ଯେକୌଣସି ଗାଁ, ସହର, ଗ୍ରାମପଞ୍ଚାୟତ ଓ ପଞ୍ଚାୟତ ସମିତି ଆଦିର ମୌଳିକ ବିବରଣୀ, ମୁଖ୍ୟ ସହର ସହ ଗମନାଗମନ, ଜନସଂଖ୍ୟା, ଆଦିର ବିବରଣୀ ରହିବ ।

ପ୍ରସଙ୍ଗ କିପରି ତିଆରି କରିବେ ସମ୍ପାଦନା

ତଳେ ଥିବା ଘରେ ଆପଣ ତିଆରି କରିବାକୁ ଚାହୁଁଥିବା ପ୍ରସଙ୍ଗର ନାମ ଟାଇପ କରନ୍ତୁ । ଏହା ନୂଆ ପୃଷ୍ଠାଟିଏ ଖୋଲିବ । ସେଥିରେ ଆବଶ୍ୟକୀୟ ସ୍ଥାନରେ ଦରକାରୀ ତ‌ଥ୍ୟ ଦେଲାପରେ ସାଇତିବେରେ କ୍ଲିକ କରି ପ୍ରସଙ୍ଗଟି ସାଇତିପାରିବେ ।


 

ଉତ୍ସାହୀ କର୍ମୀ (ଜିଲ୍ଲା) ସମ୍ପାଦନା

ଜିଲ୍ଲା କର୍ମୀ ବିଭାଗ
ଅନୁଗୋଳ ମୃତ୍ୟୁଞ୍ଜୟ କର , ଆଦିତ୍ୟ ମହାର ଗାଁ
କଟକ ମୃତ୍ୟୁଞ୍ଜୟ କର, ଶିଶିର କୁମାର ନାୟକ ଗାଁ
ବୋଦ୍ଧ ଆଦିତ୍ୟ ମହାର ଗାଁ

ବାହାର ଲିଙ୍କ ସମ୍ପାଦନା

ଏହି ତଳଲିଖିତ ଲିଙ୍କସବୁ ଆପଣଙ୍କୁ ଆପଣ ତିଆରିବାକୁ ଯାଉଥିବା ବିବିଧ ପ୍ରସଙ୍ଗ ବାବଦରେ ଦରକାରୀ ତଥ୍ୟ ଯୋଗାଇବାରେ ସାହାଯ୍ୟ କରିବେ ।

ଲିଙ୍କ କଣ କଣ ଏଥିରେ ଉପଲବ୍ଧ
ଓଡ଼ିଶାର ଜନସଙ୍ଖ୍ୟା ସମ୍ବନ୍ଧିତ ତ‌ଥ୍ୟ ଓଡ଼ିଶାର ଜନସଙ୍ଖ୍ୟା ଯଥା: ଲୋକସଙ୍ଖ୍ୟା, ନାରୀ/ପୁରୁଷ ହାର, ସାକ୍ଷରତା ଆଦି
ପିନ‌କୋଡ଼ ଓଡ଼ିଶାର ସ୍ଥାନମାନଙ୍କର ପିନ‌କୋଡ଼
ଓଡ଼ିଶାର ଜିଲ୍ଲା ମାନଙ୍କର ତାଲିକା ଓଡ଼ିଶାର ଜିଲ୍ଲା ମାନଙ୍କର ତାଲିକା ଓ ପ୍ରତିଟି ଜିଲ୍ଲାର ପ୍ରଶାସନିକ ପୋର୍ଟାଲକୁ ଲିଙ୍କ
ଓଡ଼ିଶା ର ରାଜସ୍ଵ ଗ୍ରାମ ତାଲିକା ଓଡ଼ିଶାର ରାଜସ୍ଵ ଗ୍ରାମ ତାଲିକା

ଉପଲବ୍ଧ ନ‌ଥିବା ତ‌ଥ୍ୟ ସମ୍ପାଦନା

  • ଜିଲ୍ଲାର ସଦର ମହକୁମାଠାରୁ ଦୂରତା
  • ପ୍ରତି ଗାଁର ଲୋକସଂଖ୍ୟା
  • ଗାଁରେ ଥିବା ଶିକ୍ଷାନୁଷ୍ଠାନମାନଙ୍କର ତାଲିକା

ଗଣ-ସମ୍ପାଦନା ସମ୍ପାଦନା

ଗଣ-ସମ୍ପାଦନା ବା ମିଳିତ ଭାବେ ସମ୍ପାଦନା ଏକ କାର୍ଯ୍ୟକ୍ରମ । ଏହା କିଛି ଘଣ୍ଟା ବା ଦିନ ଟିଏ ଧରି ଚାଲିଥାଏ । ଗଣ-ସମ୍ପାଦନା ମାଧ୍ୟମରେ ଏହି ପ୍ରକଳ୍ପରେ ଅନେକ ସମ୍ପାଦକ ଏକାଠି ମିଶି ଅଧିକ ସଂଖ୍ୟକ ପ୍ରସଙ୍ଗ ଏକ ସମୟରେ ଗଢ଼ିଥାନ୍ତି ।

ପୁରୁଣା ଗଣ-ସମ୍ପାଦନା କର୍ମଶାଳା ସମ୍ପାଦନା