ଆଲୋଚନା:ସବିତା ଇନ୍ଦ୍ର ରେଡ୍ଡୀ
Latest comment: ୬ ବର୍ଷ ପୂର୍ବେ by MKar
ଇଂରାଜୀ ଉଇକିପିଡ଼ିଆ ନାମ ଅନୁସାରେ ଏହା Sabitha Indra Reddy, ତେଣୁ ସବିଥା ହେବା କଥା । -- Abha Pradhan (talk) ୧୯:୦୨, ୧୫ ଅପ୍ରେଲ ୨୦୧୮ (IST)
- 'Sabitha' ଏକ ଦକ୍ଷିଣ ଭାରତୀୟ ନାମ ହେଇଥିବାରୁ ଓଡ଼ିଆରେ ଏହା 'ସବିତା' ହେବା ଉଚିତ । ଏ ସମ୍ବନ୍ଧୀୟ ଏକ ଆଲୋଚନାରୁ ଏପ୍ରକାର ବନାନ ବାବଦରେ ଅଧିକ ଜାଣିପାରିବ । ଓଡ଼ିଆ ଉଇକିପିଡ଼ିଆରେ ତୁମର ଅବଦାନ ନିମନ୍ତେ ସାଧୁବାଦ ଜଣାଇ ରହୁଛି ।--ମୃତ୍ୟୁଞ୍ଜୟ କର (ମୋ ଆଲୋଚନା) ୦୦:୦୫, ୧୬ ଅପ୍ରେଲ ୨୦୧୮ (IST)
ଉଇକିପ୍ରକଳ୍ପ ମହିଳା | |||||||||||
---|---|---|---|---|---|---|---|---|---|---|---|
|
It is requested that an image or photograph be included in this article to improve its quality. Please replace this template with a more specific media request template where possible.
The Free Image Search Tool may be able to locate suitable images on Flickr and other web sites. |